ଦାଦନ ଚାଲାଣ ବେଳେ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ
by Argus News
Wed, Nov 01 | 2:19 p.m.

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୨୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୧୦ ପୁରୁଷ,୯ ମହିଳା ଓ ୫ ଶିଶୁ । ଦାଦନ ଚାଲାଣ ଅଭିଯୋଗରେ ୨ ଦାଦନ ଦଲାଲଙ୍କୁ ବାନ୍ଧିଛି କଣ୍ଟାବାଞ୍ଜି  ପୋଲିସ ଏବଂ ଅଧିକ ତଦନ୍ତ ଆରମ୍ଭ କରିଛି । 

ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ, ଉଦ୍ଦାର କଲା ପୋଲିସ

ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ଲାଗି ଦଲାଲ ନେଉଥିବାବେଳେ ଉଦ୍ଧାର କରିଛି ପୋଲିସ । ତେବେ ଶ୍ରମିକମାନେ ବଲାଙ୍ଗୀର ଲାଠୋର ଓ ବରଗଡ଼ ଗୋଡ଼ଭଗା ଅଞ୍ଚଳର ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ କଣ୍ଟାବାଞ୍ଜି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆଜି ବଲାଙ୍ଗୀର ଜିଲ୍ଲା ଦିବସ ପାଳନ କରାଯାଉଥିବାବେଳେ ଦାଦନ ଚାଲାଣକୁ ରୋକିବାରେ ସରକାର ଓ ପ୍ରଶାସନ ବିଫଳ ହେବାରେ ଲାଗିଛନ୍ତି ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ