ଉତ୍ତର ପ୍ରଦେଶ ହାଥରସରେ ଦଳାଚକଟା, ୨୭ ଜଣଙ୍କ ମୃତ୍ୟୁ
by Argus News
Tue, Jul 02 | 5:19 p.m.

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶ ହାଥରସରେ ପ୍ରବଚନ ସଭାରେ ଦଳାଚକଟା । ପ୍ରବଳ ଭିଡ଼ ଯୋଗୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁମାନଠାରୁ ବହୁ ଲୋକଙ୍କ ସମାଗମ ଫଳରେ ଭିଡ଼ ନିୟନ୍ତ୍ରଣରେ ବିଫଳ ହୋଇଥିଲା ପୋଲିସ ପ୍ରଶାସନ ।   ହାଥରସର  ଫୁଲରାଇ ଗାଁରେ ଏହି ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଆୟୋଜନକାରୀଙ୍କୁ ପ୍ରଶାସନ ପକ୍ଷରୁ ପ୍ରବଚନ ପାଇଁ ଅନୁମତି ମିଳିଥିଲା । କିନ୍ତୁ  କାର୍ଯ୍ୟକ୍ରମରେ ଆୟୋଜନକାରୀଙ୍କ ଅନୁମାନଠାରୁ ବହୁ ଅଧିକ ସଂଖ୍ୟାରେ ଲୋକ ପହଞ୍ଚିଥିଲେ । ଦଳାଚକଟା ପରେ ତୁରନ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପ୍ରବଚନ ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
 

ରଥରେ ଚନ୍ଦନ
19m ago
ରଥରେ ଚନ୍ଦନ ଜଳ ସିଞ୍ଚନ କରି ଗଜପତି କଲେ ଛେରାପହଁରା
ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ମହାପ୍ରଭୁଙ୍କ ଛେରା ପହଁରା ନୀତି। ରଥରେ ଚନ୍ଦନ ଜଳ ସିଞ୍ଚନ କରନ୍ତି ଗଜପତି। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି। ଆଳତୀ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ନେଲ
ନନ୍ଦିଘୋଷରେ
36m ago
ନନ୍ଦିଘୋଷରେ ବିଜେହେଲେ ପ୍ରଭୁ ଶ୍ରୀ ଜଗନ୍ନାଥ
ଅର୍ଗସ ବ୍ୟୁରୋ: ନନ୍ଦିଘୋଷରେ ବିଜେକଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ । ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର । ଘଣ୍ଟ, ଘଣ୍ଟା
ପିଲାଙ୍କ
42m ago
ପିଲାଙ୍କ ଭବିଷ୍ୟତ କଥା ଭାବୁଛନ୍ତି କି? ତେବେ ପୋଷ୍ଟାଲ ସ୍କିମରେ ନିବେଶ କରନ୍ତୁ
ଅର୍ଗସ ବ୍ୟୁରୋ: ଯେଉଁମାନେ ସବୁବେଳେ ଭବିଷ୍ୟତକୁ ନେଇ ଚିନ୍ତିତ। ସେମାନଙ୍କୁ ନିଶ୍ଚିତ ଏହି ଖବର ଆଶ୍ବସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ ଲକ୍ଷ ଟଙ୍କ