ଘର ବାହାରେ ଶୋଇଥିଲେ, ଦଳି ଦେଲା ଦନ୍ତା
by Argus News
Tue, Jun 18 | 10:42 a.m.

ଅର୍ଗସ ବ୍ୟୁରୋ: ଘର ବାହାରେ ଶୋଇଥିବା ବେଳେ ତିନି ଜଣଙ୍କୁ ଦଳି ମାରିଲା ଦନ୍ତା । ବରଗଡ଼ ପାଇକମାଳ ରେଞ୍ଜ ସଲଡିହିଁରେ ଘଟିଛି  ଅଭାବନୀୟ ଘଟଣା । ଗୋଟିଏ ପରିବାରର ଦୁଇ ଛୁଆ ଓ ମାର ଜୀବନ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।  ଗାଁର ବିପିନ ବରିହାଙ୍କ ସ୍ତ୍ରୀ ପାନ ବରିହା, ନାବାଳିକା ଝିଅ ଓ ତିନି ବର୍ଷୀୟ ଶିଶୁ ଦଳି ଦେଇଛି ହାତୀ ।  ବିପିନ ବରିହା ଓ ତାଙ୍କ ସାତ ବର୍ଷୀୟା ନାବାଳକ ପୁଅ ମଣ୍ଟୁ ବରିହା ଆହତ ହୋଇଛନ୍ତି । ଏକବର ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହାସହ ଗ୍ରାମବାସୀ ଭୟଭୀତ ଅଛନ୍ତି। ଗାଁରେ ପସି ଲୋକଙ୍କୁ ଦଳି ଚକଟି ମାରୁଛି ଦନ୍ତା। ବାରମ୍ୱାର ଏଭଳି ଘଟଣା ଘଟୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ଯଥାଶୀଘ୍ର ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚଢାଉ
21m ago
ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ
ବାଲେଶ୍ଵର : ବାଲେଶ୍ଵର ଗ୍ରାମ ନିର୍ମାଣ ମଣ୍ଡଳ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସର ଚଢ଼ାଉ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ
ଜମି ହଡ଼ପ ଷଡ଼ଯନ୍ତ୍ର
34m ago
ପୂର୍ବ ବିଜେଡି ସରକାରରେ ଅସାଧୁ କର୍ମଚାରୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଗୋଟିଏ ପରେ ଗୋଟିଏ ଖୋଲୁଛି ଜମି ଦୁର୍ନୀତିର ପୋଲ୍ । ପଦାରେ ପଡୁଛି ଗରିବ ଭୂମିହୀନଙ୍କ ତଣ୍ଟି ଚିପି, କମ୍ପାନୀ ହାତକୁ ଜମି ଟେକିଦେବା
ବ୍ୟାଙ୍କରେ ନିଆଁ
38m ago
ବ୍ୟାଙ୍କରେ ଲାଗିଲା ନିଆଁ,  କାଗଜପତ୍ର ସହ  କମ୍ପ୍ୟୁଟର ଜଳିଗଲା
କେନ୍ଦୁଝର: ବ୍ୟାଙ୍କରେ ଲାଗିଲା ନିଆଁ । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଶାଖ