ବାହାରିଲେ ୩ ଓଡିଆ ଶ୍ରମିକ , ପରିବାରରେ ଖୁସିର ଲହରୀ
by Argus News
Tue, Nov 28 | 8:26 p.m.

ଅର୍ଗସ ବ୍ୟୁରୋ : ବାହାରକୁ ବାହାରିଲେ ତପନ ମଣ୍ଡଳ .ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ଫସି ରହିଥିବା ବେଳେ ସେଥିରେ ଥିଲା ଓଡିଆ ପୁଅ ତପନ ମଣ୍ଡଳ. ଦୀର୍ଘ ୧୭ ଦିନର ଅପେକ୍ଷା କରେ ବାହାରକୁ ବାହାରିଲେ ତପନ. ଏପର୍ଯ୍ୟନ୍ତ ୧୨ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି. ସେଥିରୁ ୩ ଜଣ ଓଡିଆ ରହିଛନ୍ତି. ଭଦ୍ରକର ତପନ ମଣ୍ଡଳଙ୍କ ଘରେ ଅନେକ ପୂଜାର୍ଚ୍ଚନା କରୁଥିବା ବେଳେ ପୁଅ ବାହାରିବା ନେଇ ଘରେ ଖୁସିର ଲହରି ଖେଳି ଯାଇଛି. ସେହିପରି ନବରଙ୍ଗପୁରରୁ ଜଣେ ଶ୍ରମିକ ଉଦ୍ଧାର ହୋଇଛନ୍ତି. ମୟୁରଭଞ୍ଜର ବିଶେଶ୍ବର ନାୟକ ରହିଛନ୍ତି.

ଅଧିକ ପଢନ୍ତୁ : ତପନଙ୍କ ଉଦ୍ଧାର ପାଇଁ ଚିନ୍ତାରେ ପରିବାର ଲୋକେ

 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ