ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ
by Argus News
Sat, Sep 14 | 9:37 p.m.

ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ । ଜମ୍ମୁ କଶ୍ମୀର ପୋଲିସ ଓ  ଭାରତୀୟ ସେନାର ମିଳିତ ଅପରେସନକୁ ବଡ଼ ସଫଳତା ମିଳିଛି । ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳି ବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଉତ୍ତର କାଶ୍ମୀର ଜିଲ୍ଲାର ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା।

ଅଧିକ ପଢନ୍ତୁ : କାଶ୍ମୀର ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ

ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିବା ପରେ ପାଲଟା ଜବାବ ଦେଇଥିଲେ ଯବାନ । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତକାଲି ରାତିରୁ ଏହି ଅପରେସନ ଆରମ୍ଭ ହୋଇଥିଲା । ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
 

ମଙ୍କିପକ୍ସ
3m ago
ବିଶ୍ବ ଥରହର ଘାରିଛି ମଙ୍କିପକ୍ସ ଡର,ଜାରି ହେଲା ଗାଇଡଲାଇନ
ଅର୍ଗସ ବ୍ୟୁରୋ:ବିଶ୍ବକୁ ଡରାଉଛି ମଙ୍କିପକ୍ସ,ରଚୁଛି ଆତଙ୍କ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା,ବ୍ୟାପିଲାଣି ୧୧୬ଟି ଦେଶ,୯୯ ହଜାର ଲୋକେ ହେଲେ ସଂକ୍ରମିତ,ଦିନକୁ ଦିନ ବଢୁଛି ମୃତ୍ୟ
ୱାକି ଟକି ବ୍ଲାଷ୍ଟ
25m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
28m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ