ମାଙ୍କଡ଼ କାମୁଡ଼ାରେ ୪ ଆହତ
by Argus News
Wed, Sep 25 | 8:13 p.m.

ଅର୍ଗସ ବ୍ୟୁରୋ: ଦୀର୍ଘ ଦୁଇ ସପ୍ତାହ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ଗ୍ରାମରେ ଆତଙ୍କ ସୁଷ୍ଟି କରିଥିବା ହନୁ ମାଙ୍କଡ଼ କାମୁଡ଼ାରେ ୪ ଜଣ  ଗୁରୁତର ହୋଇଛନ୍ତି l ଖବର ପାଇଁ ଗୋପ ବନ ବିଭାଗ ତରଫରୁ ହନୁ ମାଙ୍କଡ଼ ଧାରା ଅଭିଯାନ ଚାଲିଥିବା ବେଳେ ଗତକାଲି ବିଭାଗୀୟ ଯନ୍ତlରେ ପଡି ଗୋଟିଏ ମାଙ୍କଡର ମୃତ୍ୟୁ ଘଟିଥିଲା,ଆଜି ସକାଳୁ ଆଉ ଗୋଟିଏ ମାଙ୍କଡ କୁ ଧରିଛି ବନ ବିଭାଗ । ଯନ୍ତା ରେ ପଡି ମାଙ୍କଡର ମୃତ୍ୟୁ ଘଟିଥିବା ବେଳେ କାହିଁକି ମାଙ୍କଡ଼ ଟି ମୃତ୍ୟୁ ବରଣ କଲା ତାହା ମଧ୍ୟ ସମସ୍ତ ଙ୍କୁ ଚକିତ କରିଛି। 

ମାଙ୍କଡ଼ କାମୁଡ଼ା ଯୋଗୁଁ ମଧ୍ୟ ୩ ଦିନ ଧରି ଗାଁ ସ୍କୁଲ ବନ୍ଦ ରହିଥିବା ବେଳେ ଲୋକମାନେ ଏକାକି ଘରୁ ବାହାରୁ ନାହାଁନ୍ତି । ଏପଟେ ଖାଦ୍ୟ ଅନୁସରଣରେ ଗାଁ ଭିତରେ ପଶୁଛନ୍ତି ମାଙ୍କଡ଼ ପଲ ଏବଂ କୌଣସି କାରଣରୁ ପାଗଳ ହୋଇ ଲୋକ ମାନଙ୍କୁ କାମୁଡୁଛନ୍ତି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି l ମାଙ୍କଡ କାମୁଡ଼ାରେ ଆହତ ହୋଇଥିବା ଗ୍ରାମବାସୀ ଭୁବେନେଶ୍ୱର  ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ ଏବେବି ଗ୍ରାମରେ ଭୟରେ ବାତାବରଣ ଦେଖା ଦେଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବିଜେଡି
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା