ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଗିରଫ 
by Argus News
Fri, Aug 09 | 9:28 a.m.

ଅନୁଗୁଳ:  ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ ୫ ଜଣ ଯୁବକ ଦୁଷ୍କର୍ମ କରିଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି । 

ଅଭିଯୁକ୍ତ ବଡ଼ହୀରା ଗାଁର ହୃଦୟ ଚନ୍ଦ୍ର ପ୍ରଧାନ , ଜଗତସିଂହପୁରର ଅସିତ କୁମାର ସାହୁ । ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ଏବଂ ମୋବାଇଲ ଜବତ କରାଯାଇଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

କ୍ରିକେଟ
କ୍ରିକେଟ ରୁଲ୍ସକୁ ନେଇ ଧୋନୀଙ୍କୁ ଏମିତି କହିଦେଲେ ପତ୍ନୀ ସାକ୍ଷୀ?
ଅର୍ଗସ ବ୍ୟୁରୋ: କ୍ରିକେଟର କିଙ୍ଗ ମହେନ୍ଦ୍ର ସିଂ ଧୋନୀ। ସେ ପଡ଼ିଆ ଭିତରେ ହେଉ ଅବା ବାହାରେ। ସବୁଠି ଥାଲାଙ୍କୁ ନେଇ ଚର୍ଚ୍ଚା। ସେଇଥିପାଇଁ ତ ସେ କ୍ୟାପଟେନ କୁଲ। ଯେତେ ଚର୍ଚ୍ଚା ହେଲେ ବି ସ
‘ଭୁଲ୍‌ ଭୁଲୈୟା
‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫି’ ବଢ଼ାଇଛନ୍ତି
ଅର୍ଗସ ବ୍ୟୁରୋ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ୪୫ରୁ ୫୦କୋଟି ଟଙ୍କ
ସନ୍ତ
ଅଭିନବର ଆଧ୍ୟାତ୍ମିକତା ନା ଅଭିନୟ?
ଅର୍ଗସ ବ୍ୟୁରୋ: ବାଲ ସନ୍ତ ବା କୁନି ସନ୍ଥ ନାମରେ ଜଣାସୁଣା ଅଭିନବ ଅରୋଡ଼ା ଆଜିକାଲି ସୋସିଆଲ ମିଡ଼ିଆରେ ବେଶ ର୍ଚଚାର ବିଷୟ ସାଉଟିଛନ୍ତି। ନିକଟରେ ଏକ ଧାର୍ମିକ କାଯ୍ୟର୍କମ ସମୟରେ ସ୍ବାମ