ମହିଳାଙ୍କ ଆଧାରରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହୁଁଁଛନ୍ତି କି ନବୀନ ?
by Argus News
Wed, Apr 03 | 8:08 p.m.

ଅର୍ଗସ ବ୍ୟୁରୋ:  ତୃତୀୟ ପର୍ଯ୍ୟାୟ ଲୋକସଭା ଓ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । 5ଟି ଲୋକସଭା ଓ 27ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  

27ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୬ ମହିଳା ପ୍ରାର୍ଥୀ । 

ଆସ୍କା - ମଞ୍ଜୁଲତା ସ୍ୱାଇଁ 
ବ୍ରଜରାଜନଗର - ଅଳକା ମହାନ୍ତି 
ଝାରସୁଗୁଡା - ଦୀପାଳି ଦାସ 
ବଡ଼ସାହି - ଅନସୂୟା ପାତ୍ର 
ମୋରଡା - ପ୍ରତିନନ୍ଦା କାନୁନଗୋ
ଫୁଲବାଣୀ -ଜୟଶ୍ରୀ କଅଁର 

ସେହିପରି ୫ ଟି ଲୋକସଭା ଆସନରୁ ଜଣେ ମହିଳା ପ୍ରାର୍ଥୀ ବରଗଡ଼ରୁ ପରିଣୀତା ମିଶ୍ରଙ୍କୁ ଟିକେଟ୍ ଦେଇଛି ଦଳ ।  ଭଦ୍ରକରୁ ପୁଣି ମଞ୍ଜୁଲତା ମଣ୍ଡଳଙ୍କୁ ମିଳିଛି ଶଙ୍ଖ ଟିକେଟ୍ ।

ଭୃଗୁବକ୍ସି ପାତ୍ରଙ୍କ ସହ ଏହି 5 ଜଣଙ୍କୁ ଲୋକସଭା ପ୍ରାର୍ଥୀ
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ