ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ
by Argus News
Sat, Sep 21 | 4:35 p.m.

ଅର୍ଗସ ବ୍ୟୁରୋ: ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ ।ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରିଂ ଛାତ୍ର । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲାରେ ୭ ରୋଡ୍‌ ରୋମିଓଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ୭ ଜଣଙ୍କୁ ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସଙ୍କ ସୂଚନା ।`ଭରତପୁର ଥାନାର ବର୍ତ୍ତମାନର IICଙ୍କ ଏତଲା ଆଧାରରେ ୭ ଜଣଙ୍କୁ ଗିରଫ କରାଯାଇଛି । ୭ ଜଣଙ୍କୁ ଗିରଫ ସହ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ମଧ୍ୟ ହୋଇଛି । ୭ ରୋଡ୍‌ ରୋମିଓ ମିଶି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ବାଟରେ ଦୁର୍ବ୍ୟବହାର କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର...

ସରକାର
5m ago
ମାମଲା ଚାପିଦେବାକୁ ନୁହେଁ ନ୍ୟାୟ ଦେବାକୁ ତତ୍ପର ସରକାର
ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର 7 ତାରିଖ। ଢେଙ୍କାନାଳ ଭାପୁର କମ୍ୟୁନିଟି ସେଣ୍ଟରରେ ଆଶ୍ରୟ ନେଇଥିବା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଅଭିଯୋଗ ଆସିଲା । ତୁରନ୍ତ ଆକ୍ସନ୍ ମୋଡକୁ ଆସିଲେ ରାଜ୍
POLICE
11m ago
୭ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଅର୍ଗସ ବ୍ୟୁରୋ: ଦିନ ଯେତିକି ଗଡୁଛି ବିବାଦ ସେତିକି ଘନଉଛି। ଭରତପୁର ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତୃତୀୟ ଦିନରେ ପହଁଚିଛ
SPEED 10
14m ago
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପଢନ୍ତୁ
ଅର୍ଗସ ବ୍ୟୁରୋ: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା : ୭ ଦୁର୍ବୃତ୍ତଙ୍କୁ ଗିରଫ କଲା କମିଶନରେଟ ଚନ୍ଦକା ଥାନା ପୋଲିସ, ୭ ଜଣଙ୍କୁ ଗିରଫ ନେଇ ଏଡିସିପ