ଜଳିଗଲା ୩ ଟି ପରିବାରର ୧୦ବଖରା ଘର 
by Argus News
Mon, Oct 28 | 8:24 a.m.

 ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗାଁରେ ଅଗ୍ନିକାଣ୍ଡ । ଜଳିଗଲା ୩ ଟି ପରିବାରର ୧୦ବଖରା ଘର । ଆଜି ଭୋରୁ ୪ଟା ସମୟରେ  ନିଆଁ ଲାଗିଥିବା ସୂଚନା ।

ଘରର ସବୁ ଆଶାବାପତ୍ର, ଟଙ୍କା, ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ, ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଛି । ଗ୍ରାମର କାମ୍ପ ଜେନା, କୁନ୍ତଳା ପାହାନ ଓ ଭୋବନୀ ପାହନଙ୍କ ଘରେ ନିଆଁ ଲାଗି ଥିବା ଯୋଗୁଁ ସେମାନେ ଏବେ ବାସହରା ହୋଇଯାଇଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର 

ଲବଙ୍ଗ ପାଣି
2m ago
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଲବଙ୍ଗ ପାଣି
ଅର୍ଗସ ବ୍ୟୁରୋ: ଖରାପ ଜୀବନଶୈଳୀ ଓ ପାଗର ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକ ଥଣ୍ଡା, କାଶ ଏବଂ ଗଳା ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଏପରି ପରିସ୍ଥିତିରେ, ସୁସ୍ଥ ରହିବାକୁ, ଆପଣ ଔଷଧ ସହି
RIVER
4m ago
କାଣୀ ନଦୀ ଆଁରେ ପଦନିପାଳ ପଞ୍ଚାୟତବାସୀ
ଅର୍ଗସ ବ୍ୟୁରୋ: ନଦୀ ଗର୍ଭରେ ଲିନ ହେବାକୁ ଯାଉଛି ଆଳି ବ୍ଲକ୍‌ ପଦନିପାଳ ପଞ୍ଚାୟତର ଏକଧିକ ଗାଁ। ଗାଁ ଆଡ଼କୁ ପ୍ରତିଦିନ ମାଡ଼ି ଆସୁଛି କାଣୀନଦୀ। ପଞ୍ଚାୟତର ଗୋଟେପଟ
STORM
11m ago
ଘର ବାହୁଡା଼ ହେଲେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକେ
ଅର୍ଗସ ବ୍ୟୁରୋ: ଇଏ ଦଇବର ଦାଉ। କେଇ ଘଣ୍ଟାର ଝଡ଼ ପବନ ଉଜାଡ଼ି ଦେଲା ସବୁ କିଛି। ଜୀବନ ସିନା ବଞ୍ଚିଗଲା କିନ୍ତୁ ଏବେ ଚାଲିଛି ଜିଇଁବା ପାଇଁ ସଂଘର୍ଷ। ଦାନା ଜନିତ ପବନ ଓ ବର୍ଷା