ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ବୁଧିଆ ମାଛ
by Argus News
Wed, Jul 10 | 11:48 a.m.

ଅର୍ଗସ ବ୍ୟୁରୋ: ମହାନଦୀରୁ ମାଛ ଧରିବାବେଳେ ମିଳିଲା ବିଶାଳକାୟ ମାଛ। ହୀରାକୁଦ ଡ୍ୟାମ ତଳେ ବୁର୍ଲା ସାଇଫନରେ ମତ୍ସ୍ୟଜୀବୀଙ୍କ ଜାଳରେ ବିରାଟ କାୟ ବୁଧିଆ ମାଛ ଲାଗିଛି। ଯାହାର ଓଜନ ହେଉଛି ୬୦ କେଜି। ମଙ୍ଗଳବାର ମତ୍ସ୍ୟଜୀବୀ ମାନେ ବୁର୍ଲା ସାଇଫନରେ ମାଛ ଧରିବାକୁ ଯାଇଥିଲେ । ଜଳଭଣ୍ତାର ପ୍ରାୟ ଡାହାଣ ପାଶ୍ବ ସ୍ଲିଲଓ୍ଵେର କିଛି ଦୂରରେ ଏହି ମାଛଟି ଜାଲରେ ଲାଗିଥିଲା। 

ଜଣେ ମତ୍ସ୍ୟଜୀବୀ ଜାଲ ପକାଇ ଟାଣିବାରୁ ଅର୍ସମଥ ହୋଇଥିଲେ। ସାଥି ମତ୍ସ୍ୟଜୀବୀଙ୍କୁ ଡାକି ଜାଳ ଟାଣିବା ବେଳେ ଏହି ବିରାଟ କାୟ ବୁଧିଆ ମାଛ ଜାଲରେ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ମାଛ ଟିକୁ ସହରର ଏକ ହୋଟେଲ ଠାରେ ବିକ୍ରି କରିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା