ମା' ସମଲେଶ୍ବରୀଙ୍କ ମନ୍ଦିରରେ ବିଜେଡି ଝଣ୍ଡା
by Argus News
Wed, Apr 17 | 7:41 p.m.

ସମ୍ବଲପୁର : ସୀମା ଟପିଲା ବିଜୁ ଜନତା ଦଳର ପ୍ରଚାର । ସମଲେଶ୍ବରୀ ମନ୍ଦିର ଭିତରେ ବିଜେଡି ଝଣ୍ତା ଦେଖିଵାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭାଇରଲ ଭିଡିଓ ଦେଖିବାକୁ ମିଲିଛି । ସମ୍ବଲପୁର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିର ଭିତରେ ବିଜେଡିର ଝଣ୍ତା ସାଇତି ରଖାଯାଇଛି । ଯାହାକି ପ୍ରତିଦିନ ସମସ୍ତଙ୍କ ନଜରେ ଆସୁଥିବା ବେଳେ କେହି ତାକୁ ପ୍ରତିବାଦ କରିନାହାନ୍ତି ।

ଅଧିକ ପଢନ୍ତୁ : ବିଜେଡି ନେତାଙ୍କ ପାୱାର ମୋହ ଛାଡୁନି ?

ମନ୍ଦିର ଭିତରେ ବିଜେଡି ଝଣ୍ତା ସାଇତି ରଖାଯାଇଥିବା ଦେଖା ଯିବା ପରେ ମନ୍ଦିର ପ୍ରଶାସନ ଭୁମିକା ଉପରେ ପ୍ରଶ୍ନ ଉଠିଛି । ବିଜେଡି ଝଣ୍ତା ଜାଣି ଶୁଣି ରଖାଯାଇଛି ନାଁ ଜାଣିଥିଲେ ମଧ୍ୟ ଫିଙ୍ଗା ଯାଉନି କି ? ଏଭଳି ପ୍ରଶ୍ନ ସାଧାରଣରେ ଉଠିଛି ।

4 SUSPECTED ISIS
11m ago
ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କବାଦୀ
ଅର୍ଗସ ବ୍ୟୁରୋ : ବଡ଼ ଯୋଜନା ହେଲା ବିଫଳ । ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କୀ । ସେମାନଙ୍କୁ ଗିରଫ କରି ପଚାରାଉଚରା କରୁଛି ଗୁଜିରାଟ୍ ‘ଏଟିଏସ୍’ । ଏହି ୪ଜଣ ଆତଙ୍କବାଦ
DIARRHEA CASE
14m ago
କଟକିଆସାହିରେ ବ୍ୟାପୁଛି ଝାଡ଼ାବାନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ
ଅର୍ଗସ ବ୍ୟୁରୋ : ଆଠଗଡ଼ କଟକିଆସାହି ପଞ୍ଚାୟତ ପାଟେଣୀଗାଁରେ ଝାଡ଼ାବାନ୍ତି ଆତଙ୍କ । ଗୋଟିଏ ଗାଁରେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ । ଦୂଷିତ ପାନୀୟଜଳ ପିଇ ଝାଡ଼ାବାନ୍ତ
ରତ୍ନଭଣ୍ଡାର
45m ago
ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି
ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍