କଟକିଆସାହିରେ ବ୍ୟାପୁଛି ଝାଡ଼ାବାନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ
by Argus News
Tue, May 21 | 1:50 p.m.

ଅର୍ଗସ ବ୍ୟୁରୋ : ଆଠଗଡ଼ କଟକିଆସାହି ପଞ୍ଚାୟତ ପାଟେଣୀଗାଁରେ ଝାଡ଼ାବାନ୍ତି ଆତଙ୍କ ।  ଗୋଟିଏ ଗାଁରେ ୩୦ ଜଣ  ଝାଡ଼ାବାନ୍ତିରେ ଆକ୍ରାନ୍ତ । ଦୂଷିତ ପାନୀୟଜଳ ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ । ଦୀର୍ଘ ୨୪ ବର୍ଷ ସ୍ଥିର ସରକାର ସହିତ ଆଠଗଡରେ ୩୪ ବର୍ଷ ଲଗାତାର ଶାସନ କରୁଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପୁରୁଷାର୍ଥ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କଟକିଆସାହି ପଞ୍ଚାୟତର ପାଟେଣୀଗାଁ ଗ୍ରାମରେ ସରକାରଙ୍କ ବସୁଧା ଯୋଜନା କି ସ୍ବଜଳଧାରା ଯୋଜନା ସବୁ ଅପହଞ୍ଚ ହୋଇପଡିଛି । ଏହି ଗ୍ରାମଦେଇ ମହାନଦୀ ବୋହି ଯାଇଥିବା ବେଳେ ଲୋକେ ସୁଦ୍ଧ ପାନୀୟଜଳ ମୁନ୍ଦେ ପାଇବା ପାଇଁ ଡହଳବିକଳ ହେଉଛନ୍ତି । ତେବେ ପାଟେଣୀଗାଁର ଏହି ଗୋଟିଏ ପରିବାରରେ ୯୦ ରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ପାଣିପାଇ ହନ୍ତସନ୍ତ ହେଉଛନ୍ତି । ଗାଁରେ ଥିବା ଏକମାତ୍ର କୂଅରୁ ପାଣି ପିଇଥାନ୍ତି ।ସେହି ପାଣି ପିଇ ପରିବାରର ଏବେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ