ଚଳନ୍ତା ବସରେ ଲାଗିଲା ନିଆଁ 
by Argus News
Wed, Jul 03 | 4:09 p.m.

କଟକ : ଚଳନ୍ତା ବସରେ ଲାଗିଲା ନିଆଁ । ଖାନାଗର ନିକଟରେ ବସ ଯାଉଥିବା ସମୟରେ ବସ ଲଗେଜ କାରୀୟର ରୁ ହଟାତ ଧୂଆଁ ବାହାରିବା ପରେ ନିଆଁ ଲାଗିଥିଲା ।

ଯାତ୍ରୀ ଭୟରେ ବସ୍‌ରୁ  ଓହ୍ଲାଇବା  ପଡିଥିଲେ। ତେବେ  ନିଆଁ କୁ ଆୟତ କରିବା ପାଇଁ  ଚେଷ୍ଟା କରିଥିଲେ ବସ କର୍ମଚାରୀ ଓ ସ୍ଥାନୀୟ ଲୋକ । ନିଆ ଲାଗିବର କାରଣ ଅସ୍ପଷ୍ଟ ।  ସୂଚନାମୁତାବକ ବସ ଟି  ନେତାଜୀ ବସ୍ ଟର୍ମିନାଲ ରୁ ବାହାରି ପାଲ ଲହଡ଼ାଯାଉଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା