ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ
by Argus News
Thu, May 09 | 11:20 a.m.

ଅର୍ଗସ ବ୍ୟୁରୋ:  ପାଣ୍ଡିଆନଙ୍କ ନିର୍ବାଚୀନ ସଭା ପରେ ଅଘଟଣ । ସଭାପରେ ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ । ବୁଧବାର ଥିଲା ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭା। ସ୍ଵତନ୍ତ୍ର ବିମାନ ଓ ହେଲିପ୍ୟାଡରେ ଆସି ନିର୍ବାଚନୀ ସଭାରେ ଯୋଗଦେଇଥିଲେ ଭି.କେ. ପାଣ୍ଡିଆନ। ହେଲେ ପାଣ୍ଡିଆନ୍ ସଭା ସାରି ଯିବା ପରେ ସେଠାରେ ହୋଇଥିଲା ଗଣ୍ଡଗୋଳ ଓ ଛୁରାମାଡ । ଆଉ ଯେଉଁଥିରେ ଚାଲିଯାଇଛି ଏକ ନିରୀହ ଜୀବନ । ଜଣେ ଅନ୍ୟ ଜଣକୁ ଛୁରୀ ମାରି ହୋଇ ଯାଇଥିଲା ଫେରାର ।  ପୋଲିସ ଫେରାର ଅଭିଯୁକ୍ତଙ୍କୁ ଖୋଜୁଥିବା ସହ ଘଟଣା ଉପରେ ତଦନ୍ତ କରୁଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

PM
2m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
16m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
41m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍