ମିରଟରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ଅଭିନେତା ଅରୁଣ ଗୋଭିଲ
by Argus News
Tue, Apr 02 | 5:50 p.m.

ଅର୍ଗସ ବ୍ୟୁରୋ: ମିରଟରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ଅଭିନେତା ଅରୁଣ ଗୋଭିଲ । ମିରଟରେ ଲୋକମାନଙ୍କର ଉତ୍ସାହ ଏବଂ 'ଜନସମ୍ପାର୍କ' କାରଯ୍ୟକ୍ରମ ତାଙ୍କୁ ମିଳିଥିବା ପ୍ରେମ ଏବଂ ସମ୍ମାନ ପାଇଁ  ବିଜେପି ପ୍ରାର୍ଥୀ ଭାବରେ  ନାମାଙ୍କନ ଦାଖଲ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି  ଅରୁଣ ଗୋଭିଲ । ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ।  ଏଥିପାଇଁ ସେ ଦଳକୁ ଅଶେଷ ଧନ୍ୟବାଦ ଦେଇଛନ୍ତି। ଅରୁଣ ଗୋଭିଲଙ୍କୁ ରାମାୟଣ ଚରିତ୍ରରେ ଅନେକ ଲୋକ ଭଲ ପାଆନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:  

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ