୨୫ ବର୍ଷ ପରେ ଓଡିଶା ସଂସ୍କୃତି ଆଧାରରେ ବିଜେପି ସରକାର ହେବାକୁ ଯାଉଛି: ଶାହ
by Argus News
Tue, May 21 | 12:37 p.m.

ଅର୍ଗସ ବ୍ୟୁରୋ:  ଅଇଁଠାପାଲିରେ ବିଜେଡିକୁ ଟାର୍ଗେଟ କଲେ ଅମିତ ଶାହା ଓଡିଶାରେ ହେବ ବିଜେପି ସରକାର । ୨୫ ବର୍ଷ ପରେ ଓଡିଶା ସଂସ୍କୃତି ଆଧାରରେ ବିଜେପି ସରକାର ହେବାକୁ ଯାଉଛି। ଓଡିଶାରେ ପରିବର୍ତ୍ତନ ହେବାକୁ ଯାଉଛି, ବିଜେପି ସରକାର ହେବ ବୋଲି କହିଲେ ଅମିତ ଶାହ। ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଦକ୍ଷ ନେତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି। ଓଡିଶାରେ ବିଜେପି ୭୫ ବିଧାନସଭା ସିଟ୍‌ ଜିତିବ କହିଲେ ଶାହ। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସରିଛି, ମୋଦି ୩୧୦ ପାର କରି ସାରିଛନ୍ତି। ବାକି ପର୍ଯ୍ୟାୟରେ ୪୦୦ ପାର ହେବା ସୁନିଶ୍ଚିତ। ସ୍ପଷ୍ଟ ବହୁମତରେ ଓଡିଶାରେ ବିଜେପି ଆସିବ। ରତ୍ନଭଣ୍ଡାର ପ୍ରସଙ୍ଗରେ ବର୍ଷିଲେ ଶହା। ଓଡିଶାରେ ତାମିଲ ଶାସନ କରିପାରିବେ ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ମୁମ୍ବାଇରୁ ଲଣ୍ଡନ
6m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
8m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
11m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍