ଶାହିନଙ୍କୁ ହଟାଇ ବାବରଙ୍କୁ ପୁଣି ମିଳିଲା ଅଧିନାୟକ ଦାୟିତ୍ୱ
by Argus News
Sun, Mar 31 | 7:18 p.m.

ଅର୍ଗସ ବ୍ୟୁରୋ: ସାହିନ୍ ହଟିଲେ, ବାବର ଫେରିଲେ । ପୁଣିଥରେ ପାକିସ୍ତାନ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେଇଛନ୍ତି ବାବର ଆଜମ୍ । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ତେବେ କିନ୍ତୁ ପାକିସ୍ତାନ ଟେଷ୍ଟ ଟିମର କମାଣ ଶାନ ମସୁଦଙ୍କ ହାତରେ ରହିବ ବୋଲି ବୋର୍ଡ ସ୍ପଷ୍ଟ କରିଛି। 

ଗତ ଦିନିକିଆ ବିଶ୍ୱକପ୍ ପରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିଦେଇଥିଲେ ବାବର  ଆଜମ। ହେଲେ ଟି-୨୦ ବିଶ୍ୱକପ୍ ପୂର୍ବରୁ ତାଙ୍କୁ ପୁଣିଥରେ ଦଳର ଅଧିନାୟକ ଦାୟିତ୍ୱ ଦେଇଛି ବୋର୍ଡ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

BJD
9m ago
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧର
AMIT SHAH
20m ago
ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ
ଅର୍ଗସ ବ୍ୟୁରୋ : ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କ
SAND FESTIVAL
24m ago
ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଲେ ଦୁର୍ଗମବାସୀ
ଅର୍ଗସ ବ୍ୟୁରୋ: ଦୁର୍ଗମର ନିଆରା ବାଲିଯାତ୍ରା। ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଛନ୍ତି ଦୁର୍ଗମବାସୀ। 22 ବର୍ଷର ଅପେକ୍ଷା ଅନ୍ତ ପରେ ବାଲିଯାତ୍ରା ମନାଇଲ