ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
by Argus News
Sun, Jun 30 | 9:32 p.m.

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ବିସିସିଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଟିମ ପାଇଁ ବଡ ଘୋଷଣା କରିଛି।

କ୍ୟାଚ୍ ର ରାଜ୍ କହିଲେ ସୂର୍ଯ୍ୟକୁମାର...

ବିସିସିଆଇ ଚେୟାରମ୍ୟାନ ଜୟ ଶାହା କହିଛନ୍ତି ଭାରତୀୟ ଟିମକୁ ପୁରସ୍କାର ରାଶି ଆକାରରେ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ। ବିସିସିଆଇ ସଚିବ ଜୟ ଶାହା ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଭାରତୀୟ ଟିମର ବିଜୟ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଏହି ସଫଳତା ପାଇଁ ଟିମକୁ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
 

RAHUL
3m ago
କାଲି ସଂସଦରେ ରାହୁଲ କରିଥିଲେ ହିନ୍ଦୁଙ୍କ ଅପମାନ
ଅର୍ଗସ ବ୍ୟୁରୋ: ହାଇଦ୍ରାବାଦରୁ ଜମ୍ମୁ, ମୁମ୍ବାଇରୁ ପ୍ରୟାଗରାଜ ପୁଣି ଭୋପାଳ । ରାହୁଲ ଗାନ୍ଧିଙ୍କର ‘ହିନ୍ଦୁ ହିଂସ୍ର’ ମନ୍ତବ୍ୟର ପ୍ରତିବାଦରେ ଆଜି ଗଗନ ପବନ ଏକାକାର
VILLAGES
55m ago
ଗାଁରେ ଅପହଞ୍ଚ ସରକାରୀ ଯୋଜନା
ଅର୍ଗସ ବ୍ୟୁରୋ: ରାଜୁମୁଣ୍ଡାବାସୀଙ୍କୁ ବିକାଶ ଧୋକା। ଗାଁରେ ଅପହଞ୍ଚ ସରକାରୀ ଯୋଜନା। ରାସ୍ତା ପାଣି ବିନା ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଦୁର୍ଗମବାସୀ। ପଟ୍ଟାଙ୍ଗି ନିର୍ବାଚ
GOVERNMENT WORK
ଅଧପନ୍ତରିଆ ଭାବେ ପଡିରହିଛି ସରକାରୀ କାମ
ଅର୍ଗସ ବ୍ୟୁରୋ: ରାସ୍ତା ପାଇଁ ମାଟି ବିଛା ଯାଇଛି,ପାଣି ପାଇଁ ପାଇପ ବିଛା ଯାଇଛି, ହେଲେ ନାଁ ସରୁଛି ରାସ୍ତା କାମ ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାଣଇ। ଜଙ୍ଗଲ ଭେଦି ପାରୁନ