ଗାଁରେ ଅପହଞ୍ଚ ସରକାରୀ ଯୋଜନା
by Argus News
Tue, Jul 02 | 6:39 p.m.

ଅର୍ଗସ ବ୍ୟୁରୋ:  ରାଜୁମୁଣ୍ଡାବାସୀଙ୍କୁ ବିକାଶ ଧୋକା। ଗାଁରେ ଅପହଞ୍ଚ ସରକାରୀ ଯୋଜନା। ରାସ୍ତା ପାଣି ବିନା ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଦୁର୍ଗମବାସୀ। ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ରାଜୁମୁଣ୍ଡା। ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ବାସ୍ତବତା। ରାସ୍ତା ଏଠି ମରଣଯନ୍ତା।  ଖାଲଖମା ଭରା ପଥୁରିଆ ରାସ୍ତାରେ ଚାଲିକି ଯିବା ବି ମୁସ୍କିଲ। ମାତ୍ର ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ରାଜୁମୁଣ୍ଡାର ଏହି ରାସ୍ତା ଦେଇ ପ୍ରାୟ 5 ଟି ଗାଁ ଲୋକେ ଯିବା ଆସିବା କରନ୍ତି। ମାତ୍ର ଏମାନଙ୍କ ସମସ୍ୟା ବିସୟ ଜାଣି ମଧ୍ୟ ପ୍ରାଶାସନ ଚୁପ । ବର୍ଷ ବର୍ଷ ଧରି ଏଠାରେ ଲୋକଙ୍କୁ ପ୍ରତିଶୃତି ନାଁରେ ମିଳିଛି ଖାଲି ପ୍ରତାରଣା। 25 ବର୍ଷର ସ୍ଥାୟୀ ସରକାରରେ ଦୁର୍ଗମବାସୀଙ୍କୁ ବିକାଶ ଧୋକା। ପକ୍କା ରାସ୍ତା ଯୋଜନା ନାଁରେ ଲୋକଙ୍କୁ ଧୋକା ଏପଟେ ଅଧିକାରୀ ଓ ଠିକାଦାର ମାଲେମାଲ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ବର୍ଷକରେ
13m ago
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
44m ago
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ
ସାମ୍ନାକୁ ଆସିଲା
ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ଆଉ ଏକ ଓଡ଼ିଆ ମାରଣ ନୀତିର ନମୁନା
ଅର୍ଗସ ବ୍ୟୁରୋ: 350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ବିଲ୍ଡିଂ। 4 ଲକ୍ଷ ସ୍କୋୟାର ଫୁଟର ଜାଗା। ଆଲିସାନ ବହୁତଳ କାଚ ବିଲଡିଂ ଭିତରେ ଆକର୍ଷଣୀୟ ଇଣ୍ଟରୀୟର। ହେଲେ ଏ ସବୁ କାହା ପାଇଁ