ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ କଲା
by Argus News
Mon, Oct 28 | 8:56 a.m.

ଅର୍ଗସ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଅଣନିଃଶ୍ଵାସୀ ରାଜଧାନୀବାସୀ । ଦିଲ୍ଲୀ ଆନନ୍ଦ ବିହାର ସମେତ କିଛି ସ୍ଥାନରେ ଆଜି ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ କରିଛି । ମୁଣ୍ଡକାରେ ୩୧୪ , ପଞ୍ଜାବୀ ବାଗ୍‌ରେ ୩୦୦, ଆରକେ ପୁରମରେ AIQ 427 ରେକର୍ଡ ହୋଇଛି । ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀକୁ ଚାଲିଯାଇଛି ।  ଦୀପାବଳିକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତର ଛୁଇଁଛି । 

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁ ଲୋକମାନେ ଶ୍ବାସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଯମୁନା ନଦୀରେ ବିଷାକ୍ତ ଫେଣ ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଆଗକୁ ଛଟ୍ ପୂଜା ଆସୁଥିବାରୁ ଏହି ବିଷାକ୍ତ ପାଣିରେ ଲୋକେ ପର୍ବ ପାଳନ କରିବାକୁ ଯାଉଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

PROJECT
2m ago
ପୁନରୁଦ୍ଧାର ଅପେକ୍ଷାରେ ଫୁଲଝରି ଜଳସେଚନ ପ୍ରକଳ୍ପ
ଅର୍ଗସ ବ୍ୟୁରୋ: ଫୁଲଝରି ଜଳସେଚନ ପ୍ରକଳ୍ପ। ପ୍ରକଳ୍ପର ମୁଖ୍ୟ ଗେଟ୍ ସମ୍ପୂର୍ଣ୍ଣ ଭାବରେ ପଙ୍କରେ ପୋତି ହୋଇ ଯାଇଥିବା ବେଳେ ଏହାର ସଟର ସବୁ ଦୂର୍ବୁତ ମାନେ ଭାଙ୍ଗି କ
ବରଫି
4m ago
ଦୀପାବଳିରେ ଘରେ କରନ୍ତୁ ଏହି ବରଫି
ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଦୀପାବଳି ସମସ୍ତଙ୍କ ଘରେ ଅନେକ ପ୍ରକାରର ଭଳିକି ଭଳି ମିଠା ପ୍ରସ୍ତୁତ ହେବ । ତେବେ ଏଥର ଘରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍‌ କମ୍‌ ସାମଗ୍ରୀରେ
ଲବଙ୍ଗ ପାଣି
9m ago
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଲବଙ୍ଗ ପାଣି
ଅର୍ଗସ ବ୍ୟୁରୋ: ଖରାପ ଜୀବନଶୈଳୀ ଓ ପାଗର ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକ ଥଣ୍ଡା, କାଶ ଏବଂ ଗଳା ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଏପରି ପରିସ୍ଥିତିରେ, ସୁସ୍ଥ ରହିବାକୁ, ଆପଣ ଔଷଧ ସହି