ଐଶ୍ୱର୍ଯ୍ୟା ମୋର ବହୁତ ଯତ୍ନ ନିଅନ୍ତି : ଅଭିଶେକ 
by Argus News
Sun, Oct 27 | 4:00 p.m.

ନୂଆଦିଲ୍ଲୀ:  ଐଶ୍ୱର୍ଯ୍ୟା ଏବଂ ଅଭିଶେକ ବଚ୍ଚନଙ୍କ  ବିବାହ ବିଚ୍ଛେଦ ନେଇ ଅନେକ  ଗୁଜବ ଆସୁଛି। ସୋସିଆଲ ମିଡିଆରେ  ଐଶ୍‌ ଏବଂ ଅଭି ଙ୍କୁ ନେଇ  ଚର୍ଚ୍ଚା ଲାଗିରହିଛି। ଏହାରି ମଧ୍ୟରେ  ଅଭିଶେକଙ୍କ ସହ   ନିମ୍ରତ କୌରଙ୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ହେଲେ ଏବେ ଆମେ ଯେଉଁ ଖବର ଦବାକୁ  ଯାଉଛୁ ଆପଣ ପଢିଲା ପରେ ନିଶ୍ଚିତ ହେବେ ଯେ ଐଶ୍‌ ଏବଂ ଅଭିଶେକଙ୍କ  ଛାଡପତ୍ରକୁ  ନେଇ ଯେଉଁ  ଖବର ଆସୁଛି  ତାହା ସବୁ ଗୁଜବ ବୋଲି।  କାରଣ ସୁଟିଂ ସେଟ୍‌ ରେ ହଠାତ୍‌ ଐଶ୍ୱର୍ଯ୍ୟାଙ୍କୁ କଲ୍‌ କରିବାକୁ ପଡିବ ବୋଲି ବ୍ୟସ୍ତ ହୋଇଗଲେ ଅଭିଶେକ .. ଏହା  ଶୁଶି ତାଙ୍କ କୋ ଆର୍ଟିଷ୍ଟ  ନିମ୍ରତା କୌର  ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 କାରଣ  ନିମ୍ରତା ଜାଣିନଥିଲେ ଐଶ୍ୱର୍ଯ୍ୟା ଏତେ କ୍ୟାରିଙ୍ଗ ବୋଲି। ଅଭିଶେକ କାମରେ ବ୍ୟସ୍ତ ରହିଲେ ଟାଇମ୍‌ରେ  ଖାଇବା ଭୁଲି ଯାଅନ୍ତି। ଆଉ ଐଶ୍ୱର୍ଯ୍ୟା  ଠିକ୍‌ ଟାଇମ୍‌ରେ ଫୋନ୍‌ କରି ଅଭିଶେକଙ୍କୁ ଖାଇବାକୁ ମନେପକାଇଦିଅନ୍ତି।  କଣ ଖାଇଲ. ? କଣ ଖାଇବ ପଚାରି ବୁଝିବା ସହ ଅଭିଙ୍କ ମନପସନ୍ଦର ଖାଇବା ମଧ୍ୟ ପ୍ରସ୍ତୁତ କରି ପଠାଇଦେଇଥାନ୍ତି। ଫିଲ୍ମ  ଦଶବିର ପ୍ରମୋଶନ  ସମୟରେ  ଅଭିଶେକ  ଆଉଟଡୋର  ସୁଟିଂରେ ଥାନ୍ତି.. ସେ ସମୟରେ ଐଶ୍‌ ତାଙ୍କର ଖାଇବା ପିଇବାର ଧ୍ୟାନ ରଖୁଥିଲେ ବୋଲି ଅଭିଶେକ କହିଛନ୍ତି।  ଅଭିଶେକ କହିଛନ୍ତି ଆଉଟଡୋର ସୁଟିଂରେ ଥିଲେ  ସନ୍ଧ୍ୟାରେ ମୋ ସ୍ତ୍ରୀ ଐଶ୍‌  କଲ୍‌ କରିବାକ ଭୁଲିନଥାନ୍ତି।   
ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ