ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ଚାଷୀ
by Argus News
Fri, May 10 | 8:53 a.m.

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା।  ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ ।ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ । ବିଧି ପରମ୍ପରା ଅନୁଯାୟୀ ଆଜି ରଥ ନିର୍ମାଣ କାର୍ଯ୍ୟର ହେବ ଶୁଭ ଅନୁକୁଳ। ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ହେବ ଅନୁକୂଳ କାର୍ଯ୍ୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

AMLA
4m ago
ଓଜନ ହ୍ରାସ କରିବ ଆମଲା
ଅର୍ଗସ ବ୍ୟୁରୋ: ବତ୍ତମାନ ସମୟରେ ଓଜନ ଵୃଦ୍ଧିକୁ ନେଇ ସମସ୍ତଙ୍କର ଗୋଏ ବଡ ଚିନ୍ତା । ଓଜନ କମାଇଵା ପାଇଁ ପ୍ରତିଦିନ ବ୍ୟାୟାମ ସହିତ ଉପଯୁକ୍ତ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।ଏପର
ଦିଲ୍ଲୀ-ଏନସିଆରରେ
49m ago
ଦିଲ୍ଲୀ-ଏନସିଆରରେ ହିଟଓ୍ବେଭକୁ ନେଇ ଜାରି ହେଲା ରେଡ ଆଲର୍ଟ
ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜ
GINGER-GARLIC
51m ago
ଆଦା ଓ ରସୁଣ ପେଷ୍ଟକୁ ଏପରି ରଖନ୍ତୁ ରହିବ ଅଧିକ ଦିନ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାଁନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟ