୬୦ ବର୍ଷରେ ମିସ ୟୁନିଭର୍ସର ଟାଇଟେଲ ଜିତି ରଚିଲେ ଇତିହାସ
by Argus News
Sat, Apr 27 | 2:45 p.m.

ଅର୍ଗସ ବ୍ୟୁରୋ : ୬୦ ବର୍ଷରେ ମିସ ୟୁନିଭର୍ସର ଟାଇଟେଲ ଜିତିଲେ ଅଲେହାନ୍ଦ୍ରା ମରିସା ରୋଡ୍ରିଗ୍ଜ । ଏତେ ବୟସରେ ଏହି ଟାଇଟେଲ ଜିତିଥିବା ସେ ପ୍ରଥମ ମହିଳା ଅଟନ୍ତି । ପୂର୍ବରୁ ଭାରତର ମିସ ୟୁନିଭର୍ସ ଟାଇଟେଲ ସୁଷ୍ମିତା ସେନ୍ , ଲାରା ଦତ୍ର୍‍ ହରନାଜ ସାନ୍ଧୁ ଜିତି ଭାରତର ନାଁ ରୋଶନ କରିଥିଲେ । ହେଲେ ପ୍ରଥମଥର ପାଇଁ ମିସ ୟୁନିଭର୍‍ ବ୍ୟନର୍ସ ଏୟର୍ସ ୨୦୨୪ର ଟାଇଟେଲ ଜଣେ ୬୦ ବର୍ଷର ମହିଳା ଜିତିଛନ୍ତି । ସେ ହେଉଛନ୍ତି ଆର୍ଜେଣ୍ଟିନାର ଅଲେହେନ୍ଦ୍ରା ମରିସା ରୋଡ୍ରିଗ୍ଜ । ସେ ଜଣେ ସାମ୍ବାଦିକା ଏବଂ ଜଣେ ଓକିଲ ଅଟନ୍ତି । 

ଅଧିକ ପଢନ୍ତୁ : ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ତାଙ୍କର ଦୃଢ ସଂକଳ୍ପ ଜଣାପଡେ । କାରଣ ଏହି ଟାଇଟେଲ ଜିତିବା ପରେ ଯେଉଁଥିରେ ସେ ଆଗାମୀ ମେ ୨୦୨୪ର ମିସ ୟୁନିଭର୍ସ ଅର୍ଜେଣ୍ଟିନାର ବ୍ୟୁନର୍ସ ଏୟର୍ସ ଚୟନ ପ୍ରତିଯୋଗୀତାର ପ୍ରତିନିଧିତ୍ବ କରିବାକୁ ପ୍ରସ୍ତୁତି କରୁଛନ୍ତି ।   ଯଜି ସେଥିରେ ସେ ବିଜୟୀ ହୁଅନ୍ତି ତେବେ ଷ୍ଟେଜରେ ଆର୍ଜେଣ୍ଟିନାର ପତାକା ଉଡାଇବେ । ୬୦ ବର୍ଷରେ ସେ ଏହି ମିସ ୟୁନିଭର୍ସ ଟାଇଟେଲ ଜିତି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । 
 

31 LAKH CASH
7m ago
ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା
ଅର୍ଗସ ବ୍ୟୁରୋ : ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ୫ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଟିଟିଲାଗଡ଼ ଆସିଷ୍ଟାଣ୍ଟ ସେସନ୍ସ ଜଜ
TUBE WELL
9m ago
୧୦୦ରୁ ଅଧିକ ପରିବାର ପାଇଁ ଗାଁରେ ମାତ୍ର ଦୁଇଟି ନଳକୂପ
ଅର୍ଗସ ବ୍ୟୁରୋ: ବାଡ଼ା ବାଙ୍ଗା ପଞ୍ଚାୟତର ଜଙ୍ଗଲଘର ଗ୍ରାମ ଗ୍ରାମରେ ରହୁଥିବା ୧୦୦ରୁ ଅଧିକ ପରିବାର ଲୋକଙ୍କ ପାଇଁ ଗ୍ରାମରେ ମାତ୍ର ଦୁଇଟି ନଳକୂପ ରହିଛି ବର୍ତ୍ତମାନ ସାର
VILLAGE
35m ago
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10