ଓ- ହବର କାର୍ଯ୍ୟକାରୀ ଅଧକ୍ଷ ଓମ୍ କାର ରାୟଙ୍କ ନାରେ ଥାନାରେ ମାମଲା
by Argus News
Fri, Aug 30 | 8:03 a.m.

ଅର୍ଗସ ବ୍ୟୁରୋ :  ଓ- ହବର କାର୍ଯ୍ୟକାରୀ ଅଧକ୍ଷ ଓମ୍ କାର ରାୟଙ୍କ ନାରେ ଇନଫୋସିଟି ଥାନାରେ ମାମଲା। ଓମ୍ କାର ରାୟଙ୍କ ଦୁର୍ନିତୀ ସମ୍ପର୍କରେ ତଦନ୍ତ କରିବା ପାଇଁ ପୋଲିସ ନିକଟରେ ଅଭିଯୋଗ କଲେ ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦ। ଅଖିଳ ଭାରତ ଭ୍ରଷ୍ଟାଚାରୀ ବିରୋଧୀ ସଙ୍ଗଠନ ପକ୍ଷରୁ ଆବାହକ ସୁବ୍ରତ ନନ୍ଦ୍ ଓ - ହବର କାର୍ଯ୍ୟକାରୀ ଅଧ୍ୟକ୍ଷ ଓମ୍ କାର ରାୟଙ୍କ ବିରୁଦ୍ଧରେ ଇନ୍ଫୋସିଟି ଥାନାରେ ଏତଲା ଦେଇଛନ୍ତି।

ଅଧିକ ପଢନ୍ତୁ : ୨୩ଟି ଷ୍ଟାର୍ଟଅପ କମ୍ପାନୀଙ୍କୁ ଓ-ହବ ଯୋଗାଇ ଦେଇଛି କୋଟି କୋଟି ଟଙ୍କା

ରାଜ୍ୟ ସରକାରଙ୍କୁ ମିଥ୍ୟା ନିଯୁକ୍ତି ପତ୍ର ଦେବା ସହ ଓ-ହବରେ ତାଙ୍କର ବହୁ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା ସହ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଆତ୍ମସାତ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅଖିଳ ଭାରତ ଭ୍ରଷ୍ଟାଚାରୀ ବିରୋଧୀ ସଙ୍ଗଠନ। ଅଭିଯୋଗକୁ ଥାନା ଅଧିକାରୀ ଏତଲା ରୂପେ ଗ୍ରହଣ କରି କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସଙ୍ଗଠନ ଭୁବନେଶ୍ବର DCP ଙ୍କୁ ମଧ୍ୟ ଏହି ଅଭିଯୋଗ ସମ୍ପର୍କରେ ଜଣାଇଛନ୍ତି।

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ