ଘୁଞ୍ଚିଲା ଫିଲ୍ମ 'ପୁଷ୍ପା ୨'ର ରିଲିଜ ଡେଟ୍‌, କାହିଁକି ?
by Argus News
Thu, Jun 13 | 2:21 p.m.

ଅର୍ଗସ ବ୍ୟୁରୋ:  ଘୁଞ୍ଚିଲା ଫିଲ୍ମ 'ପୁଷ୍ପା ୨'ର ରିଲିଜ ଡେଟ୍‌। ଏହି ଚଳଚ୍ଚିତ୍ର ରିଲିଜକୁ ଅପେକ୍ଷା କରିଥିବା ପ୍ରଶଂସକମାନେ ଏହି ଖବର ଦେଖି ଆଶ୍ଚର୍ଯ୍ୟ ହୋଇଯିବେଣି। ଅଲ୍ଲୁ ଅର୍ଜୁନଙ୍କ ବ୍ଳକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା'ର ସିକ୍ୱେଲ' ପୁଷ୍ପା: ଦି ରୁଲ। ଯାହା '୨୦୨୪ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଅଟେ। କହିବାକୁ ଗଲେ ଯେ 'ପୁଷ୍ପା: ଦି ରୁଲ' ଅଗଷ୍ଟ ୧୫ରେ ରିଲିଜ ହେବାର ଥିଲା, କିନ୍ତୁ ଏବେ ଗୁଜବ ହେଉଛି ଯେ ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚିଯାଇଛି। ଏହି ଚଳଚ୍ଚିତ୍ର ନିର୍ଦ୍ଦାରିତ ରିଲିଜ୍‌ ତାରିଖ ଦିନ ପ୍ରେକ୍ଷାଳୟକୁ ଆସିବ ନାହିଁ। ଏହି ଖବର ପରେ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି।

ତେବେ ନିର୍ମାତା ଫିଲ୍ମର ରିଲିଜ୍‌ ତାରିଖ ସ୍ଥଗିତ ରଖିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାନ୍ତି। ବର୍ତ୍ତମାନ ନିର୍ମାତାମାନେ ପରିସ୍ଥିତିର ଆକଳନ କରୁଛନ୍ତି ଏବଂ ଆଗାମୀ ଦିନରେ ଏହି ନିଷ୍ପତ୍ତି ନିଆଯିବ। ତେବେ ଏହି ଖବର ପରେ ପ୍ରଶଂସକଙ୍କୁ ଆଘାତ ଲାଗିଛି। କେବେ ଏହି ଫିଲ୍ମ ପରଦାକୁ ଆସିବ ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 


 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା