ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା, ଅନଲାଇନ୍ କରିପାରିବେ ପଞ୍ଜୀକରଣ
by Argus News
Sun, Jun 23 | 8:21 a.m.

ଅର୍ଗସ ବ୍ୟୁରୋ:  ଜୁନ୍ 29ରୁ ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା । ଏହି ଯାତ୍ରା ଅଗଷ୍ଟ 19 ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା 15 ଏପ୍ରିଲରୁ ଆରମ୍ଭ ହୋଇଛି । ଜାମ୍ମୁ କାଶ୍ମୀରର ଅମରନାଥ ଗୁମ୍ଫା ଯାତ୍ରା ପଞ୍ଜିକରଣ ପାଇଁ ଅଫିସିଆଲ୍ ୱେବସାଇଟ୍ jksasb.nic.in ରେ ହୋଇପାରିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅମରନାଥ ଯାତ୍ରା  ଆରମ୍ଭ ହେବା ପୂର୍ବରୁ 19 ଜୁନ୍ ରେ ବାବା ଅମରନାଥଙ୍କ 'ପ୍ରଥମ ପୂଜା' ଆରମ୍ଭ ହୋଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ରସୁଣ
1m ago
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ରସୁଣ
ଅର୍ଗସ ବ୍ୟୁରୋ: ରସୁଣ କେବଳ ଏକ ମସଲା ନୁହେଁ ଯାହା ଖାଦ୍ୟର ସ୍ୱାଦ ବଢାଇଥାଏ ଏହାର ବ୍ୟବହାର ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ଯଦି ଆପଣ ଖାଲି ପେଟରେ ରସୁଣ ଖାଆନ୍ତି ତେବେ ଏହା ଆପଣଙ୍
SPEED 10
2m ago
Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ଦେଖନ୍ତୁ
ଅର୍ଗସ ବ୍ୟୁରୋ: ପୋଲିସ୍‌କୁ ବଣ୍ଟାଯିବ ୯ ହଜାର ବାଇକ୍, ପୂରଣ ହେବ ଖାଲି ପଦବୀ । ପ୍ରତି ପୋଲିସ ପାଖରେ ରହିବ ବାଇକ୍ । ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବା ସହିତ ଜିଲ୍ଲାପାଳ
JAMMU KASHMIR
6m ago
ପୁଣି ବିଳିବିଳାଇଲାଣି : ପାକିସ୍ତାନ ମିଳିତ ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ
ଅର୍ଗସ ବ୍ୟୁରୋ: କଶ୍ମୀର ପାଇଁ ପାଗଳ ହୋଇଗଲାଣି ପାକିସ୍ତାନ । ଗୋଟିଏ ପଟେ ପିଓକେ ଅଂଚଳର ଲୋକେ ପାକିସ୍ତାନକୁ ବିରୋଧ କରି ଜମ୍ମୁରେ ମିଶିବା ପାଇଁ କହିଲେଣି । ଏମିତିକି ଜମ୍ମ