ପ୍ୟାରିସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନ
by Argus News
Mon, Aug 05 | 8:39 a.m.

ଅର୍ଗସ ବ୍ୟୁରୋ : ଆଉ ଗୋଟିଏ ପଦକର ନିକଟତର ଭାରତ । ପ୍ୟାରିସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନ ।  ସୁଟ୍ ଆଉଟରେ ଗ୍ରେଟ୍ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ମ୍ୟାଚର ହିରୋ ପାଲଟିଲେ ଗୋଲକିପର ପି.ଆର୍ ଶ୍ରୀଜେଶ୍ । ପୁରୁଷ ହକି ସେମିଫାଇନାଲରେ ଟିମ ଇଣ୍ଡିଆ ଏକ ରୋମାଂଚକ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ସୁଟଆଉଟରେ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।

ଅଧିକ ପଢନ୍ତୁ : ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ: ସୁଟଆଉଟରେ ଗ୍ରେଟ ବ୍ରିଟେନକୁ ୪-୨ ଗୋଲରେ ହରାଇଲା ଭାରତ

ଅମୀତ ରୋହିଦାସ ରେଡକାର୍ଡ ପାଇବା ଯୋଗୁ ଭାରତକୁ ଅଧିକାଂଶ ସମୟ ୧୦ଜଣ ଖେଳାଳିଙ୍କ ସହ ଖେଳିବାକୁ ପଡିଥିଲା । ଅଧିନାୟକ ହରମନପ୍ରୀତ ସିଂ ୨୨ତମ ମିନିଟରେ ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ।
 

ଲଘୁଚାପ ସୃଷ୍ଟି
2m ago
୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା
ନାବାଳକ
22m ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସ
CHOLESTEROL
50m ago
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନ