ନିର୍ବାଚନ ପୂର୍ବରୁ ମିଛ ବିକାଶର ଛବି ଦେଖାଇ ବରଗଡ଼ରେ ଭୋଟ୍ ଗୋଟାଇବାକୁ ଉଦ୍ୟମ
by Argus News
Wed, Mar 13 | 10:01 a.m.

ଅର୍ଗସ ବ୍ୟୁରୋ: ପୁଣି ଖୋଲିଲା 24 ବର୍ଷୀୟ ସରକାରଙ୍କ ମିଛ ଡିଣ୍ଡିମର ପୋଲ୍। ନିର୍ବାଚନ ପୂର୍ବରୁ ମିଛ ବିକାଶର ଛବି ଦେଖାଇ ବରଗଡ଼ରେ ଭୋଟ୍ ଗୋଟାଇବାକୁ ଉଦ୍ୟମ। ଆମ ଓଡିଶା ନବୀନ ଓଡିଶା ବୁକଲେଟରେ ମିଛ ତଥ୍ୟ ଦେଇ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। କାଳିଆ ଯୋଜନା ନାଁରେ ରାଜ୍ୟ ସରକାର ମିଛ ପ୍ରଚାର କରିଥିବା ଧରାପଡିଛି ।

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଡ଼ାଲବ ପଞ୍ଚାୟତର ବାଲିକୁଲୁଣ୍ଡା ଗାଁର ଚାଷୀ ଉଦ୍ଧବ ସେଠ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ ପାଇ ନାହାନ୍ତି। ହେଲେ ଆମ ଓଡିଶା ନବୀନ ଓଡିଶା ବୁକଲେଟରେ ସେ ପ୍ରତିବର୍ଷ ୧୨ ହଜାର ୫୦୦ ଟଙ୍କା ଅନୁଦାନ ପାଇ ଉପକୃତ ହୋଇଥିବା ତାଙ୍କ ଫୋଟୋ ସହ ଦର୍ଶାଯାଇଛି। ଯାହାକୁ ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

BJP
12m ago
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ପ୍ରସଙ୍ଗରେ ବିଜେପିର ମିଳିତ ହମଲା
ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଥିବା ଚର୍ଚ୍ଚା ଭିତରେ ବିଜେଡି କ୍ଷମତାକେନ୍ଦ୍ର ଉପରେ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ବିଜେପିର ୫ ହେଭିୱେଟ୍ । ବିଜେପିର ମୁଖ୍ୟମନ୍ତ୍ର
MIGRANT ISSUES
23m ago
ଶିଳ୍ପ ନଗରୀରେ ମିଳୁନି କାମ, ଦାଦନ ଖଟିବାକୁ ଯାଇ ଗଲା ଜୀବନ
ଅର୍ଗସ ବ୍ୟୁରୋ : ଶିଳ୍ପ ନଗରୀରେ ମିଳୁନି କାମ । ଦାଦନ ଖଟିବାକୁ ଯାଇ ପୁଣି ଜଣଙ୍କ ଜୀବନ ଗଲା । ରାଜ୍ୟରେ ଦାଦନ ଯନ୍ତ୍ରଣା ଥମୁନ ଥିବାବେଳେ ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଳିଙ୍ଗନଗ
ଡ୍ରାଇଭିଙ୍ଗ ଲାଇସେନ୍ସ
26m ago
ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ନିୟମ ହେଲା ଆହୁରି କଡାକଡି
ନୂଆଦିଲ୍ଲୀ: କେରଳରେ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତ କରିବା ଆହୁରି ହେଲ ମୁସ୍କିଲ। କାରଣ କେରଳ ମୋଟର ବାହାନ ବିଭାଗ ଡ୍ରାଇଭିଙ୍ଗ ଟେଷ୍ଟ ନିୟମରେ ଅନେକ ପରିବତ୍ତ