ପ୍ରଦୂଷଣର ହଟସ୍ପଟ ବନିଛି ଦିଲ୍ଲୀ ଆନନ୍ଦ ବିହାର
by Argus News
Sun, Oct 20 | 1:16 p.m.

ଅର୍ଗସ ବ୍ୟୁରୋ:  ଦିଲ୍ଲୀ ପ୍ରଦୂଷଣକୁ ନେଇ ତେଜୁଛି ରାଜନୀତି । ବଢୁଛି ଲୋକଙ୍କ ଚିନ୍ତା । ପ୍ରଦୂଷଣର ହଟସ୍ପଟ ବନିଛି ଆନନ୍ଦ ବିହାର । ଆଜି ବି ଦିଲ୍ଲୀର ବହୁ ସ୍ଥାନରେ AQI 3 ଶହ ଅତିକ୍ରମ କରିଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଆନନ୍ଦ ବିହାର ଗସ୍ତ କରିକରି ସ୍ଥିତି ପରଖିଛନ୍ତି । ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ 325 ସ୍ମଗ ଗନ ଲଗାଯିବା ସହ 99ଟି ଟିମ୍ ଗଠନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅତିଶୀ ମାରଲେନା । ଆଜି ନୂଆଦିଲ୍ଲୀ, ନୋଇଡ଼ା,ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦରେ AQI 3 ଶହ ଉପରେ ରହିଛି । ସ୍ଥିତି ସଙ୍ଗୀନ ହେଉଥିବାରୁ ଦିଲ୍ଲୀ ସରକାର ଖୁବଶୀଘ୍ର GRAP-2 କଟକଣା ଲାଗୁ କରିବାକୁ ଯୋଜନା କରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା