ପୁଣି ଝରୀଗାଁରେ ଦାଦନ ଜନିତ ମୃତ୍ୟୁ 
by Argus News
Tue, Jan 09 | 12:53 p.m.

ନବରଙ୍ଗପୁର:  ପୁଣି ଝରୀଗାଁ ରେ ଦାଦନ ଜନିତ ମୃତ୍ୟୁ ଘଟଣା ଏବେ ସରକାରଙ୍କ ପାରିବା ପଣିଆ କୁ ପଦାରେ ପକେଇଛି। ଶ୍ରମିକଙ୍କ ଲାଗି ଶ୍ରମ ଯୋଗାଡ଼ ନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଶ୍ରମିକ କିନ୍ତୁ କାମ ନ ପାଇ ନିଜ ଭିଟା ମାଟି ଛାଡି ଦୂର ରାଇଜ କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରୁଛି।

ଯାହାକି ଝରୀଗାଁ ବ୍ଲକ କୂଟ୍ରିଛାପର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମର ବଳି ଯାନୀ ର ଦାଦନ ଜନିତ ମୃତ୍ୟୁ ପୁଣି ଏକ ସରକାରର ଏଇ ଅପାରଗତା ନେଇ ପ୍ରଶ୍ନ ଉଠିଛି । ନିଜ ଅଞ୍ଚଳରେ କାମ ଦାମ ନପାଇ ଆଜକୁ  ୨୦ ଦିନ ହେବ ବାହାର ରାଜ୍ୟ କୁ କାମ କରିବାକୁ ଯାଇ ମୃତ୍ୟୁ ବରଣ କରିଛି। ବଳି ର ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ତାଙ୍କ ପରିବାର ସଜନ ଶବ ଆଣିବା ଲାଗି ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

BJP
46m ago
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ