ରାତି ଅଧିଆ ବୈଠକ କଲେ ଆନ୍ଧ୍ରର ରାଜନୈତିକ ଦଳ ନେତା
by Argus News
Fri, Feb 02 | 11:51 a.m.

ଅର୍ଗସ ବ୍ୟୁରୋ: କୋଟିଆ ଦଖଲ ପାଇଁ ଆନ୍ଧ୍ରର ବଡ଼ ଷଡ଼ଯନ୍ତ୍ର । ଉପର ସେମ୍ବିରେ ଅନୁପ୍ରବେଶ ସହ ରାତି ଅଧିଆ ବୈଠକ କଲେ ଆନ୍ଧ୍ର ରାଜନୈତିକ ଦଳର ନେତା । ପ୍ରଥମ ପର୍ଯ୍ୟାୟରେ ଦଳୀୟ ପତକା ଲାଗାଇଥିଲା ଆନ୍ଧ୍ର । ଦ୍ୱିତୀୟ ପର୍ଯ୍ୟାୟରେ ଚଳଚିତ୍ର ଏବଂ ତୃତୀୟ ପର୍ଯ୍ୟାୟରେ ଦଳୀୟ ପ୍ରଚାର କରି କୋଟିଆ ଅକ୍ତିଆର କରିବାକୁ ହୋଇଛି ଯୋଜନା । କୋଟିଆର ଖଣିଜ ସହ ଅମାପ ପର୍ଯ୍ୟଟନ ସମ୍ଭାବନା ଉପରେ ରହିଛି ପଡ଼ୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି।

ତେଣୁ ଓଡ଼ିଶା ଦଖଲ ଷଡ଼ଯନ୍ତ୍ର ସଫଳ କରିବାକୁ ଲାଗିପଡ଼ିଛନ୍ତି ଆନ୍ଧ୍ରର ସରାକାରୀ ଅଧିକାରୀଙ୍କଠାରୁ ନେଇ ରାଜନେତା । ଆମ ରାଜ୍ୟର 24 ବର୍ଷର ବିଜେଡି ସରକାରର ସ୍ଥାଣୁତା ଓ ଅପାରଗତା ଯୋଗୁଁ ମନମାନି ଚଳାଇଛି ପଡ଼ୋଶୀ ରାଜ୍ୟ। ଆଉ ସଂକଟରେ ପଡ଼ିଛି ଓଡ଼ିଶାର ସୀମା, ଭାଷା ଓ ସଂସ୍କୃତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ASHA WORKER
10m ago
ନିର୍ବାଚନୀ ରାଲିରେ ସାମିଲ ହୋଇ ଆଶା କର୍ମୀ ନିଲମ୍ବିତ
ଅର୍ଗସ ବ୍ୟୁରୋ: ନିର୍ବାଚନୀ ରାଲିରେ ସାମିଲ ହୋଇ ଆଶା କର୍ମୀ ନିଲମ୍ବିତ । ବୌଦ୍ଧ ଜିଲ୍ଲାରେ ଏକ ରାଜନୈତିକ ରାଲିରେ ସାମିଲ ହୋଇଥିବାରୁ ପୁଣି ଜଣେ ଆଶା କର୍ମୀଙ୍କୁ ଜିଲ୍ଲାପା
ACCIDENT
22m ago
ପିକ୍ଅପ୍ ଗାଡି ଧକ୍କାରେ ପାଞ୍ଚ ବର୍ଷ ଶିଶୁପୁତ୍ରର ମୃତ
ଅର୍ଗସ ବ୍ୟୁରୋ : ଧାମରାରୁ ବାସୁଦେବପୁର ଆସୁଥିବା ପିକ୍ଅପ୍ ଗାଡି ଧକ୍କାରେ ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ ଘଟଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାସୁଦେବପୁର ଥାନା ମନ୍ଦାରୀ ଚାଚିରି ଛ
ମୋଦି
25m ago
ନବୀନଙ୍କୁ ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ: ମୋଦି
ବଲାଙ୍ଗିର: ବଲାଙ୍ଗିର ସଂକଳ୍ପ ସମାବେଶ ସଭାରେ ବର୍ଷିଲେ ମୋଦି। ରାଜ୍ୟ ସରକାରଙ୍କୁ ଧୋଇଲେ ମୋଦି। ନବୀନଙ୍କୁ ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ। ନବୀନ ବାବୁ ଯଦି ଏଠାକ