ଥରେ ନୁହେଁ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ
by Argus News
Wed, Apr 10 | 2:17 p.m.

ଅର୍ଗସ ବ୍ୟୁରୋ : ଥରେ ନୁହେଁ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ । କେତେବେଳେ ପ୍ରଲୋଭନ ଦେଖାଇ ତ ଆଉ କେତେବେଳେ ଜୋରଜବରଦସ୍ତି । ଏବେ ଆଗାମୀ ନିର୍ବାଚନ ପାଇଁ କୋଟିଆ ବାସୀଙ୍କୁ ନେଇ ଆନ୍ଧ୍ରରେ କରାଯାଉଛି ମିଟିଂ ।  ଆନ୍ଧ୍ରରେ ଭୋଟ୍ ଦେବାକୁ କୋଟିଆ ବାସୀଙ୍କୁ ପ୍ରବର୍ତ୍ତାଉ ଥିବା ଅଭିଯୋଗ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆନ୍ଧ୍ର ପକ୍ଷର ଜିଲ୍ଲା ପରିଷଦ ମାଝୀ କାନପୁରୀଙ୍କ ନେତୃତ୍ବରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନେଇ ସାଲୁର ମଣ୍ଡାଲାମ ତୋନାମ ପାଖରେ ଚାଲିଛି ପ୍ରଚାର । ଗାଙ୍ଗେନ୍ଦ୍ରୱାଲସା ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟକ୍ରମରେ ଧୂଳିପଦର, ପାଣନ୍ତୱାଲସା, ଉପର ସେମ୍ବି, ତଳସେମ୍ବିର ଲୋକଙ୍କୁ ଗାଡ଼ି ଯୋଗେ ନିଆଯାଉଛି । ସାଲୁର ବିଧାୟକ ରାଜନା ଦୋରା ବିଡ଼ିକାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି ।

HEAT WAVE
13m ago
ତତଲା କଢେଇରେ ଭାଜି ହେଉଛି ଓଡିଶା
ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛ
ELECTION UPDATE
23m ago
ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେବେ ୭୯ ଲକ୍ଷ ୬୯ ହଜାର ଭୋଟର
ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । 5 ଟି ସଂସଦୀୟ କ୍ଷେତ୍ରର 35 ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଯେଉଁଠି ମୋଟ ଭୋଟର ସଂଖ୍ୟା 79 ଲକ୍ଷ 69
WHOLE
50m ago
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପା