କୋଟିଆରେ ଆନ୍ଧ୍ରର ଦବଦବା, କାହିଁକି ଚୁପ ରାଜ୍ୟ ସରକାର?
by Argus News
Tue, Jan 02 | 10:51 a.m.

ଅର୍ଗସ ବ୍ୟୁରୋ:  ସୀମା - ଭାଷା ଓ ସଂସ୍କୃତି ସୁରକ୍ଷାରେ ଫେଲ୍ 24 ବର୍ଷର ବିଜେଡି ସରକାର। ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ର ସମୟ କ୍ରମେ ନିଜର ଦବଦବା ଜାହିର କରି ଚାଲିଥିବା ବେଳେ ସବୁ ଦେଖି ଚୁପ୍ ରାଜ୍ୟ ସରକାର। ତେବେ ନୂଆ ବର୍ଷରେ କୋଟିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦଳୀୟ ପତାକା।

କୋଟିଆ ପଂଚାୟତର ଉପର ସେମ୍ବି ଓ ନେରେଡିବାଲାସା ମଧ୍ୟରେ ଥିବା ଧୂଳିପଦର ଗାଁର ପ୍ରବେଶ ଛକରେ ସୋମବାର ସକାଳେ  "ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ  ହିଁ ଆମ ଭରସା" ବୋଲି ତେଲୁଗୁରେ ଲେଖାଥିବା ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି।  ପ୍ରଥମେ ସୀମାରେ ମାଡି ମାଡି ଆସୁଥିଲେ ଏବେ ସିଧା ଗାଁରେ ଆସି ଦଳୀୟ ପତାକା ମାରିଲେଣି ଆନ୍ଧ୍ର ସରକାର। ଯାହା ଓଡ଼ିଶାର 24 ବର୍ଷ ସରକାର ପୁରୁଷାର୍ଥ ଉପରେ ସିଧା ସୃଷ୍ଟି କରିଛି ପ୍ରଶ୍ନବାଚୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ