ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ
by Argus News
Fri, Nov 24 | 8:24 p.m.

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ। ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ ଅର୍ଥାତ ୨୯ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅବପାତରେ ପରିଣତ ହେବାପରେ ଓଡ଼ିଶାରେ ଏହାର କଣ ପ୍ରଭାବ ପଡ଼ିବ ସେନେଇ ସ୍ପଷ୍ଟ ହୋଇପାରିବ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

କାରରେ ଯିବେ ନେତା
14m ago
ଏଠି ଚାଲିଛି ଚାକର ଶାସନ ...
କଟକ: Ac କାରରେ ଯିବେ ନେତା । କୁକୁର ମାଙ୍କଡ଼ଙ୍କୁ ଖାଇବା ଦେଲା ପରି ଲୋକଙ୍କୁ ଦିଆ ଯାଉଛି ଖାଇବା । ଗଣତନ୍ତ୍ର ଆଉ ଲୋକଙ୍କ ଶାସନ ନୁହେଁ ଏଠି ଚାଲିଛି ଚାକର ଶାସନ । ସଚିବ ଏଠ
ଆମ୍ବ
31m ago
ଆମ୍ବ ଖାଉଥିଲେ ସାବଧାନ!
ଅର୍ଗସ ବ୍ୟୁରୋ: ଋତୁ ଅନୁଯାୟୀ ସବୁ ପନିପରିବା ଏବଂ ଫଳର ମହତ୍ତ୍ବ ରହିଥାଏ। କୁହାଯାଏ ଯେଉଁ ଋତୁରେ ଯେଉଁ ପନିପରିବା ମିଳୁଛି ତାହା ଖାଇବା ଆବଶ୍ୟକ।ଏହାର ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ
ଓମ୍ ବିର୍ଲା
50m ago
ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା
ଭୁବନେଶ୍ବର: ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ବାଲେଶ୍ବରରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ । ସନ୍ଧ୍ୟାରେ ସମ୍ବଲପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧି