କେରଳରେ ପୁଣି ନିପା ଭାଇରସ ଆତଙ୍କ , ଜଣେ ପଜିଟିଭ ଚିହ୍ନଟ
by Argus News
Sun, Jul 21 | 10:48 a.m.

ଅର୍ଗସ ବ୍ୟୁରୋ : କେରଳରେ ପୁଣି ନିପା ଭାଇରସ ଆତଙ୍କ । ପୁଣି ଚିହ୍ନଟ ହେଲା ନିପା ଭାଇରସ୍ ଆକ୍ରାନ୍ତ । ମାଲାପୁରମ୍ ରେ ୧୪ ବର୍ଷୀୟ ବାଳକ ପଜିଟିଭ୍ ନେଇ ସୂଚନା । ପିଲାର କଣ୍ଟାକ୍ଟରେ କେଉଁମାନେ ଆସିଛନ୍ତି ଜାଣିବା ପାଇଁ ପ୍ରକାଶ ପାଇଲା ସରକାରୀ ତତ୍ପରତା । ହାଏ-ରିସ୍କ ଥିବା କଣ୍ଟାକ୍ଟମାନଙ୍କୁ ଆଇସୋଲେଟ୍ କରାଯାଇଛି ।

ଅଧିକ ପଢନ୍ତୁ : ଗୁଜୁରାଟରେ ଆତଙ୍କ ସୃଷ୍ଟି କରୁଛି ଚଣ୍ଡିପୁରା ଭାଇରସ୍

ସେମାନଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ମାଲପୁରମବାସୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା ପ୍ରଶାସନ । ତେବେ ୨୦୧୮ରେ ନିପା ଭାଇରସ ଯୋଗୁଁ ୧୭ ଜଣଙ୍କ ଜୀବନ ଯାଇଥିଲା ।

ଉଚ୍ଚ ଜୁଆର
7m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
10m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ