ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ
by Argus News
Fri, Nov 01 | 1:38 p.m.

ଅର୍ଗସ ବ୍ୟୁରୋ: ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆଣାଯାଇଥିବା ଏହି ଗାଇଡ଼ଲାଇନ କୁ ଉଲଂଘନ କଲେ ନିଆଯିବ କୋଠର କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଗାଇଡ ଲାଇନ ଉଲଂଘନ କରିବେ ସେଥିପାଇଁ ସେହି ଲାଇସେନ୍ସି ତାର ଦାୟୀ ରହିବ । ସେହି ଲାଇସେନ୍ସିର ଲାଇସେନ୍ସକୁ ସରକାର ରଦ୍ଦ କରିବେ । ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ କରିବେ ତାର ମଧ୍ୟ ଆମେ ଗାଇଡ଼ ଲାଇନ ରେ ଉଲ୍ଲେଖ କରିଛୁ ତାକୁ ଉଲଂଘନ କଲେ ବି ଆକ୍ସନ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡିଶାରେ କରିବାକୁ ଦିଆଯିବନି । 

 

SPEED 10
37m ago
ସକାଳୁ ଏଯାଏ ବ୍ରେକିଂ ନ୍ୟୁଜ୍‌ ଜାଣିବା ପାଇଁ ସ୍କ୍ରୋଲ କରନ୍ତୁ
ଅର୍ଗସ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଦୀପାବଳି । ପାଞ୍ଜିକା ଦ୍ଵନ୍ଦ୍ଵ ଭିତରେ ଗତକାଲି କିଛି ଭକ୍ତ ପ୍ରୟାଶ୍ରାଦ୍ଧ ଦେଇଥିବା ବେଳେ ସିଂହଦ୍ଵାର ସାମ୍ନାରେ ଆଜି ଭକ୍
ବର୍ଷା
51m ago
ଆଗାମୀ ୭ ଦିନ ପାଇଁ ନାହିଁ କୌଣସି ୱାର୍ଣ୍ଣିଂ , ଶୁଖିଲା ରହିବ ପାଗ
ଅର୍ଗସ ବ୍ୟୁରୋ : ଉତ୍ତର ଓ ପୂର୍ବ ଉତ୍ତର ଦିଗରୁ ପବନ ଶୁଷ୍କ ବାୟୁ ପାଇଁ ଉପକୂଳ ବାୟୁ ସାଙ୍ଗରେ ମିଶିବା ପରେ ବର୍ଷା ହେଉଛି। ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲା ରେ ଆଜି ବର୍ଷ
କଟକଣା
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ ଲାଗିଲା କଟକଣା
ଅର୍ଗସ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ ଲାଗିଲା କଟକଣା । ଆଜିଠୁ ୭ ମାସ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ଯାଇ ପାରିବେନି ମତ୍ସ୍ୟଜୀବୀ । ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମ