ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲା:ଭରତପୁର ଆଇଆଇସିଙ୍କ ସମେତ ୩ ଜଣଙ୍କ ବଦଳି 
by Argus News
Wed, Sep 18 | 7:44 a.m.


ଅର୍ଗସ ବ୍ୟୁରୋ:ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲାରେ ନିରପକ୍ଷ ତଦନ୍ତ ପାଇଁ ଭରତପୁର ଥାନାର ଆଇଆଇସି,ଏଏସଆଇ,କନେଷ୍ଟବଳଙ୍କ ସମେତ ୩ ଜଣଙ୍କୁ ବଦଳି କରାଯାଇଛି । ବଦଳି କରାଇଛନ୍ତି ପୋଲିସ କମିଶନର। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ  ଭୁବନେଶ୍ବର ଡିସିପି ଅଫିସକୁ ବଦଳି କରାଯାଇଛି। ଭରତପୁର ଥାନାର ନୂଆ ଆଇଆଇସି ହୋଇଛନ୍ତି ଦୀପକ ଖଣ୍ଡାୟତ ରାୟ  

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ