କେଜ୍ରିୱାଲଙ୍କର ଜେଲରେ ଦେହ ଖରାପ
by Argus News
Sat, Apr 20 | 3:15 p.m.

ନୂଆଦିଲ୍ଲୀ: ତିହାର ଜେଲରେ ଦିନ କାଟୁଥିଵା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଟାଇପ-୨ ମଧୁମେହ ରୋଗରେ ଆକ୍ରାନ୍ତ । ସେ ଜେଲେରେ ଥିଵା ଵେଳେ ତାଙ୍କର ଖାଇଵାକୁ ନେଇ ଅନେକ ଚର୍ଚ୍ଚା ଚଲିଥିଵା ଜଣାପଡିଛି ।  ତିହାର ଜେଲରେ ଥିବାବେଳେ ଇନସୁଲିନକୁ ବାରଣ କରାଯାଇଛି କି ତାକୁ ନେଇ ଆମ ଆଦର୍ମି ପାର୍ଟିର ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି । 

ତେଵେ ଇଡି ପକ୍ଷରୁ କୁହାଯାଉଛିକି ଯଦି କେଜ୍ରିୱାଲ ମଧୁମେହ ରୋଗରେ ଆକ୍ରାନ୍ତ ତେଵେ ଆମ୍ବ ଏବଂ ମିଠା ଖାଇଥିଲେ ଏହା ମଧୁମେହ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ।ଯାହା କେଜ୍ରିୱାଲ ଜାଣିଶୁଣି ଏପରି କରୁଛନ୍ତି । 

କିନ୍ତୁ ଆମ୍ ଆଦମୀ ପାର୍ଟିର ସଦସ୍ୟ ମାନେ ତାକୁ ଅସ୍ଵୀକିର କରି କହିଛନ୍ତି କି ଯେ ଜେଲ୍‌କୁ ଗଲା ଦିନରୁ କେଜ୍ରିୱାଲ୍‌ ମାତ୍ର ୩ ଥର ଆମ୍ବ ଓ ୬ ଥର ମିଠା ଖାଇଛନ୍ତି। ଡାକ୍ତରୀ ଜାମିନ କରିବା ପାଇଁ କେଜ୍ରିୱାଲ ସୁଗାରରେ ଅଧିକ ଖାଦ୍ୟ ଖାଇଥିଲେ ବୋଲି ଇଡି ଦାବି କରିଛି। 

ଅରବିନ୍ଦ କେଜ୍ରିୱାଲଙ୍କ ଇନସୁଲିନ୍ 
ଆଜିର ଶୁଣାଣିରେ  କେଜ୍ରିୱାଲଙ୍କର ଇନସୁଲିନ ଯୋଗାଣକୁ ନେଇ ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ମାଗିଥିଲେ ଓ  ସ୍ୱାସ୍ଥ୍ୟ ଠିକ ଅଛି କି ନାହିଁ ଜାଣିଵା ଆଵଶ୍ୟକ । ଜମିନ ପାଇବା ପାଇଁ ମୁଁ ମୋର ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିବାକୁ ଚାହୁଁଛି ବୋଲି ଇଡି ଦାବି କରିଛି। ଜାମିନ ପାଇବା ପାଇଁ ମୁଁ ନିଜକୁ ବିପଦରେ ପକାଉନାହିଁ । ଗିରଫ ପୂର୍ବରୁ ମୋର ଡାକ୍ତରଙ୍କ ଦ୍ଵରା ପ୍ରସ୍ତୁତ ଡାଏଟ୍ ଚାର୍ଟ ଅନୁଯାୟୀ ମୋର ଯାହା ଖାଦ୍ୟ ଅଛି ଶୁଣାଣି ଆରମ୍ଭରେ କେଜ୍ରିୱାଲଙ୍କ  ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ