ଦୁର୍ଗମରେ ଆବାସ ଯୋଜନା ଫେଲ 
by Argus News
Fri, Mar 29 | 11:22 a.m.

ଢେଙ୍କାନାଳ:  ଭଙ୍ଗା ଘରେ ୧୩ ପ୍ରାଣୀ। ବର୍ଷା ହେଲେ ପର ଘରେ ରାତି ବିତେଇବାକୁ ପଡିଥାଏ।  ଆବାସ ଯୋଜନା ସାତ ସପନ ଏ ପରିବାର ପାଇଁ।  ଏ ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ କଣ୍ଟାପାଳ ପଂଚାୟତ  ଗାଁର  ରସାନନ୍ଦ ମୁଣ୍ଡ ଙ୍କ ପରିବାର । ଘର ଅବସ୍ଥା ନକହିବା ଭଲ ଘରର ଚାରିପଖ କାନ୍ଥ ପଡ଼ି ଗଲାଣି।  ମୁଣ୍ଡ ଉପରେ ଛପର ନାହିଁ । ଦିନରେ ଖରା ଆଉ ରାତିରେ ତାରା ଦିଶୁଛି।

ପରର ମୂଲଲାଗିଲେ ପରିବାର ପେଟ ରେ ଦାନା ପଶେ। ଘର ଖଣ୍ଡେ ଲାଗି ପଞ୍ଚାୟତରୁ  ବ୍ଳକ ପର୍ଯ୍ୟନ୍ତ ବାରମ୍ବାର ଯାଇ ଆବେଦନ କରିଥିଲେବି କେହି ଶୁଣୁନାହାଁନ୍ତି॥ ସରକାରୀ ଯୋଜନା କାହା ପାଇଁ ବୋଲି ପରିବାର ଲୋକ କହିଛନ୍ତି । ସରକାରୀ ସହାୟତା କହିଲେ ମାତ୍ର ୧୫ କେଜି ଚାଉଳ ।  ସରକାରଙ୍କ ଯେଉଁ ସୁବୁ ସୁବିଧା ଅଛି ତାହା ଗରିବ ପାଉନାହାଁନ୍ତି। ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ସରକାରଙ୍କ ଯୋଜନା ଆଉ ସୁବିଧା  କାହା ପାଇଁ, କିଏ ପାଉଛି ଏ ସୁବିଧା?   
ଅଧିକ ଦେଖନ୍ତୁ: 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ