ବିହାର ଆସେମ୍ବ୍ଲିଫ୍ଲୋର ଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି
by Argus News
Mon, Feb 12 | 5:55 p.m.

ଅର୍ଗସ ବ୍ୟୁରୋ: ବିହାର ଆସେମ୍ବଲିରେ ଫ୍ଲୋର ଟେଷ୍ଟ ପୂର୍ବରୁ ପଦରୁ ହଟିଲେ ବାଚସ୍ପତି ଅଓ୍ବାଧ ବିହାରୀ ଚୌଧୁରୀ। ସୋମବାର ବିହାର ବିଧାନସଭାର ପ୍ରକ୍ରିୟା ଆରମ୍ଭ ହେବା ପରେ ବାଚସ୍ପତିଙ୍କୁ ଏହି ପଦବୀରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଅଣାଯାଇ ଆଲୋଚନା କରାଯାଇଥିଲା। 

୧୨୫ ଜଣ ବିଧାୟକ ଅନାସ୍ଥା ପ୍ରସ୍ତାବ ସମର୍ଥନରେ ଭୋଟ କରିଥିବା ବେଳେ ୧୧୨ ଜଣ ବିରୋଧରେ ଭୋଟ କରିଥିଲେ। ଏହପରେ ଅଓ୍ବାଧ ବିହାରୀ ଚୌଧୁରୀଙ୍କୁ ତାଙ୍କ ପଦ ଛାଡିବାକୁ ପଡିଲା। ବର୍ତ୍ତମାନ ଫ୍ଲୋର ଟେଷ୍ଟରେ ଆସ୍ଥା ପ୍ରସ୍ତାବ ଜିତି ସରକାର ଗଢିବାକୁ ଯାଉଛନ୍ତି ନିତୀଶ କୁମାର।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ