ହାତ ଟେକିଦେଲା ବାଂଲାଦେଶ, ୧୪୯ରେ ଅଟକିଲା,ବୁମରାଙ୍କୁ ୪ ୱିକେଟ୍
by Argus News
Fri, Sep 20 | 3:54 p.m.

ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଚାଲିଥିବା ଭାରତ-ବାଂଲାଦେଶ  ବିପକ୍ଷ ପ୍ରଥମ ଟେଷ୍ଟ  ରୋଟକ ମୋଡ ଦେଖିବାକୁ ମିଳିଛି,ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା,ଭାରତ ପ୍ରଥମ ଇଂନିସରେ ୩୭୬ ରନରେ ଅଟକିଲା,୩୯ଏବଂ ଜୟସ୍ୱାଲ ୫୬,ପନ୍ତ ୩୯, ଅଶ୍ବିନ ୧୧୩ ,ଜାଡେଜା ୮୬ ରନ୍ କରିଥିଲେ,ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ବାଂଲାଦେଶ ୧୪୯ ରନକରି ସମସ୍ତ ୱିକେଟ୍ ହରାଇଥିଲା,ସାକିବ ଅଲ ହାସନ ସର୍ବାଧିକ ୩୨ ରନ କରିଥିଲେ,ଭାରତ ପକ୍ଷରୁ ବୁମରାଙ୍କୁ ସର୍ବାଧିକ ୪ଟି ୱିକେଟ୍ ମିଳିଥିବାବେଳେ ସିରାଜ,ଆକାଶ ଦୀପ,ଜାଡେଜାଙ୍କୁ ମିଳିଛି ୨ଟି ଲେଖାଏଁ ୱିକେଟ୍ । ଭାରତ ଖବର ଲେଖାଯିବା ସୁଦ୍ଧା ୨୫୦ ରନ୍ ଆଗରେ ରହିଥିଲା 
 

କୋଲକାତା ଲଜ୍ଜା
9m ago
ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିବ ବିରାମ,ଜାରି ରହିବ ନ୍ୟାୟଲଢେଇ
ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ,ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍
ଭରତପୁର ଘଟଣା
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲ
RATNABHANDAR
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥି