ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ 
by Argus News
Thu, Nov 30 | 11:29 a.m.

ବଲାଙ୍ଗିର:  ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ ।  ଉଦ୍ଧାର ଶ୍ରମିକ ମାନେ ହେଉଛନ୍ତି ନୂଆପଡା ଜିଲ୍ଲା  ସିନାପାଲି ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା  ଅଞ୍ଚଳ ର ବୋଲି ଜଣାପଡିଛି  ।

ଏକ ଟାଟା ମ୍ୟାଜିକ ଗାଡିରେ ୨ ଦଲାଲ ଚନ୍ଦ୍ରିକା ମାଝୀ ଓ ଯଦୁମଣି ଚଳାନ କଣ୍ଟାବାଞ୍ଜି ଷ୍ଟେସନକୁ ନେଇ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ରୁ ଏକ ଛକ ରୁ ଉଦ୍ଧାର କରିଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ୨ ଦଲାଲ ଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି  ବଙ୍ଗୋମୁଣ୍ଡା ପୋଲିସ । ତେବେ ଦିନ କୁ ଦିନ ବଙ୍ଗୋମୁଣ୍ଡା ଅଞ୍ଚଳ ରେ ଦାଦନ ଚାଲାଣ ର ବୃଦ୍ଧି ପାଉଛି । ରାଜ୍ୟ ସରକାର ଲୋକ ଙ୍କୁ କାମ ଯୋଗାଇ ରେ ବିଫଳ ହୋଇଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଗଣପର୍ବ ନୂଆଁଖାଇକୁ
7m ago
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରର
ପେଟ୍ରୋଲ ଢାଳି
25m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା