ବିବାଦରେ ବରଗଡ଼ ବନ ବିଭାଗ 
by Argus News
Wed, Oct 09 | 2:37 p.m.

ବରଗଡ : ବିବାଦରେ ବରଗଡ଼ ବନ ବିଭାଗ । କ୍ୟାମେରା ଦେଖିଲେ ଚିହିଁକି ଉଠୁଛନ୍ତି ବରଗଡ଼ ରେଞ୍ଜ ଅଫିସର୍ ଆରତୀ ନେଗି । ରେଞ୍ଜରଙ୍କ କଳା କାରନାମା ସାମ୍ନାକୁ ଆସୁଛି । ଦୁଇ ଦିନ ତଳେ ଆଠଗଡରୁ ଜଣେ ଭଡାଟିଆ କ୍ଲର୍କ ଆଣି ନିଜ ଅଫିସ୍ ଚେମ୍ବରରେ ରେଞ୍ଜର କାମ କରାଉଥିବା ଅଭିଯୋଗ ହୋଇଥିଲା । ୨୦୨୩ ବର୍ଷ ନଭେମ୍ବର ମାସର ହିସାବ କିତାବ କ୍ୟାସ ଫାଇଲ କାମ କରୁଥିଲେ ଭଡାଟିଆ କ୍ଲର୍କ । ଏହି ଦୃଶ୍ୟ ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା ।

ଗତ ବର୍ଷରେ ଜଙ୍ଗଲ ବିଭାଗରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ନାଁରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହାସହ ଟଙ୍କା ନଦେଲେ  ଡ୍ରାଇଭରଙ୍କୁ ରେଞ୍ଜର ହଇରାଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ  DFO ସବୁଜାଣି ଚୁପ୍ ରହିଥିବା ଲୋକେ ଅଭିଯୋଗ କରିଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା