ସୁନା କିଣିବା ପୂର୍ବରୁ ଏହା ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ...
by Argus News
Wed, Apr 17 | 2:40 p.m.

ଅର୍ଗସ ବ୍ୟୁରୋ: ମହିଳାଙ୍କର ଅତି ପ୍ରିୟ ହେଉଛି ସୁନା। ବିଶ୍ବସ୍ତରରେ ସୁନାର ଡିମାଣ୍ଡ ରହିଛି। ସେଥିପାଇଁ ସୁନାର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ମହିଳାମାନେ ଆଭୂଷଣ ସହିତ ସୁନା ଅଳଙ୍କାର ପିନ୍ଧିବାକୁ ଭାରି ପସନ୍ଦ କରନ୍ତି। ଆଉ ଯଦି ଆପଣ ସମୟ ହିସାବରେ ଭଲ ଡିଜାଇନ ପିନ୍ଧିବାକୁ ଚାହୁଁଛନ୍ତି ତାହାଲେ ଆପଣ ୨୪ କ୍ୟାରେଟର ହଲମାର୍କ ଗୋଲ୍ଡର ବିସ୍କୁଟ ଏବଂ କଏନ କିଣିକି ନେଇ ଆସନ୍ତୁ। ଆପଣଙ୍କର ଯେବେ ମନ ହେବ ଆପଣ ଏହାକୁ ଦେଇ ନୂଆ ଡିଜାଇନର ଅଳଙ୍କାର କିଣିପାରିବେ। 

ସୁନା ଅଳଙ୍କାରକୁ ଏବେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନିବେଶ କରାଯାଉଛି। ସେଥିପାଇଁ ସୁନା କିଣିବା ପୂର୍ବରୁ ଏହିସବୁ ବିଷୟରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ପ୍ରଥମେ ସୁନାର ଶୁଦ୍ଧତା ଦେଖିକି କିଣନ୍ତୁ। 

୨୪ କ୍ୟାରେଟ ସୁନା ହେଉଛି ସବୁଠୁ ଶୁଦ୍ଧତାମୂଳକ ସୁନା। ଆଉ ଗୋଟିଏ କଥା ହେଉଛି ସୁନା କିଣିବା ପୂର୍ବରୁ ହଲମାର୍କ ଦେଖିକି କିଣନ୍ତୁ। ସୁନା କିଣିଲାବେଳେ ଓଜନ ସଠିକ ଭାବେ କରିନିଅନ୍ତୁ। ସୁନା କିଣିଲାବେଳେ ମେକିଂ ଚାର୍ଜ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ। ଯଦି ଆପଣ ସୁନା କିଣୁଛନ୍ତି ତାହାଲେ ଏହାର ପ୍ୟାକେଜିଙ୍ଗ ପ୍ରତି ବି ବିଶେଷ ଧ୍ୟାନ ରଖନ୍ତୁ। କିଣିଲାବେଳେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆପଣ ଠକାମୀର ଶିକାର ହୋଇପାରନ୍ତି। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ