ବେଳାଭୂମିରୁ ଲୁଟ: ଦୁଇ ଲୁଟେରା ଗିରଫ
by Argus News
Fri, Nov 01 | 4:01 p.m.

ଅର୍ଗସ ବ୍ୟୁରୋ: ଉଦୟପୁର ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଠାରୁ ମୋବାଇଲ ଓ ମନିପର୍ସ ଲୁଟିନେଇ ଚମ୍ପଟ ମାରୁଥିବା ବେଳେ ଦୁଇ ବଙ୍ଗୀୟ ଲୁଟେରାଙ୍କୁ କାବୁ କରି ଗିରଫ କଲା ମେରାଇନ ପୋଲିସ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ କିଛି ପର୍ଯ୍ୟଟକ ମୋବାଇଲ ଓ ମନିପର୍ସ ରଖି ସମୁଦ୍ରରେ ଗାଧୋଉଥିଵା ବେଳେ ଦୁଇ ବଙ୍ଗୀୟ ଯୁବକ ମୋବାଇଲ ଓ ମନିପର୍ସ ଧରି ଚମ୍ପଟ ମାରିଥିଲେ। ଖବର ପାଇ ତାଳସାରୀ ମେରାଇନ ପୋଲିସ ଯୁବକ ଦୁଇ ଜଣକ ପିଛା କରି କାବୁ କରିଥିଲେ। 
ପରବର୍ତ୍ତୀ ସମୟରେ ସେମାନଙ୍କ ଠାରୁ ୭ ଟି ମୋବାଇଲ ୪ ଟି ମନିପର୍ସ ଜବତ କରାଯାଇ ଉଭୟଙ୍କ ନାଁରେ ଏକ ମାମଲା (ନଂ.୯୯/୨୪) ରୁଜୁ ହୋଇଛି। ତେବେ ଯୁବକ ଜଣକ ଘର ପଶ୍ଚିମବଙ୍ଗ ଦିଘାର ବୋଲି ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

RBI
ରିଜର୍ଭ ବ୍ୟାଙ୍କରେ ଏବେ କେତେ ସୁନା ଅଛି ?
ଅର୍ଗସ ବ୍ୟୁରୋ: ଆରବିଆଇ ବା ରିଜର୍ଭ ବ୍ୟାଙ୍କ । ଆମେ ସମସ୍ତେ ଜାଣନ୍ତି ଭାରତରେ ଥିବା ସବୁ ବ୍ୟାଙ୍କ ଏହାର ଅଧୀନରେ ଥାଏ । ଏମିତିକି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ଆମେ ବ୍ୟବହା
BJD MP MUNNA KHAN
ମୁନ୍ନା ମିଶାଉଥିଲେ, ଜୟନାରାୟଣ ଫେଡି ଦେଲେ
ଅର୍ଗସ ବ୍ୟୁରୋ: କ୍ଷମତାରୁ ଯିବା ପରେ ପୁଣି କେମିତି ଗଳାବାଟ ଦେଇ କେମିତି କ୍ଷମତା ଫେରିବ ବିଜେଡି ସେନେଇ ଷଡ଼ଯନ୍ତ୍ର କରୁଛି । ହେଲେ ଏଥିରେ କୌଣସି ଲାଭ ହେବନି ଏକଥା ବିଜେଡିର ନେତ
RAIN
ସତ ହେବ କି ପାଞ୍ଜିର ପୂର୍ବାନୁମାନ ? ପାଗ ହାଲକା ହେବା ପରେ ବଢିଲା ବାତ୍ୟା ଭୟ
ଅର୍ଗସ ବ୍ୟୁରୋ: ସତ ହେବ କି ପାଞ୍ଜି କଥା ? ପୁଣି ନଭେମ୍ବରରେ ହେବ କି ବାତ୍ୟା ? (ALFA)କିଛି ଏମିତି ଚର୍ଚ୍ଚା ଭିତରେ IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟରେ ଯାହା ଆକଳ