ଗୁଡ ସ୍ଵାଦରେ ଯେମିତି ଦେହ ପାଇଁ ମଧ୍ୟ ସେତିକି ଭଲ
by Argus News
Mon, Apr 22 | 4:16 p.m.

ଅର୍ଗସ ବ୍ୟୁରୋ: ପ୍ରତିଦିନ ଗୁଡ ଖାଇଵା ଦ୍ଵାରା ଶରିରୀକୁ ମିଳିଥାଏ ଅନେକ ଫାଇଦା । ଗୁଡ ସ୍ଵାଦରେ ଯେମିତି ଦେହ ପାଇଁ ମଧ୍ୟ ସେତିକି ଭଲ । ଗୁଡରେ ଔଷଧୀୟ ଗୁଣ ଥିଵାରୁ ତାକୁ ଖାଇଵାକୁ ଵହୁତ ଲୋକ ପସନ୍ଦ କରିଥାନ୍ତି । ତେଵେ ଆସନ୍ତୁ ଜାଣିଵା ଗୁଡ ଖାଇଵା ଦ୍ଵାରା କଣ ଲାଭ ମିଳିଥାଏ ।

ଏହାକୁ ଖାଇଵା ଦ୍ଵାରା ଵହୁତ ରୋଗରୁ ମୁକ୍ତି ମିଳିଥାଏ ।ଏହାକୁ ଖାଇବା ଦ୍ୱାରା ଥଣ୍ଡା କାଶରେ ତୁରନ୍ତ ଆରାମ ମିଳିଥାଏ ।ଯଦି ଆପଣ ସକାଳ ଏବଂ ସନ୍ଧ୍ୟାରେ ଆଦା ଓ ଗୁଡର କାଢା ପିଅନ୍ତି ତେବେ ଆପଣ ଶୀଘ୍ର ଲାଭ ପାଇବେ ।

ଗୁଡ ରେ ଆଇରନର ପରିମାଣ ଅଧିକ ଥିଵାରୁ ଏହା ରକ୍ତହୀନତାକୁ ମଧ୍ୟ ଦୂର କରିରାଏ । ଏଥି ସହିତ ଗୁଡ ଖାଇଵା ଦ୍ଵାରା ଦୁର୍ବଳତାକୁ ଦୂର କରିଥାଏ ।ଗୁଡ ଖାଇଵା ଦ୍ଵାରା ପେଟର ସମସ୍ୟା ଦୂର ହୋଇଥାଏ । 

କିନ୍ତୁ ଏହାର ମଧ୍ୟ ଅସୁବିଧା ଅଛି । ଯଦିଓ ଏହା ଏକ ପ୍ରାକୃତିକ ମିଠା ଉଚ୍ଚ ରକ୍ତରେ ଶର୍କରା ଥିବା ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଠାରୁ ଦୂରେଇ ରହିବ କିମ୍ଵା କମ ଖାଇଵା ଉଚିତ
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ