ଏସିରୁ ଵାହାରୁଥିଵା ପାଣିକୁ ଆପଣ ନଷ୍ଟ କରୁଛନ୍ତିକି ?
by Argus News
Sun, Apr 14 | 7:11 p.m.

ଅର୍ଗସ ବ୍ୟୁରୋ: ଆପଣଙ୍କ ଏସିରୁ ଵାହାରୁଥିଵା ପାଣିକୁ ଆପଣ ନଷ୍ଟ କରିଦେଉଛନ୍ତି କ ? ଏସିରୁ ଵାହାରୁଥିଵା ପାଣି ଵହୁତ କାମରେ ଆସିଥାଏ । ଏହାକୁ ନଷ୍ଟ ନକରି କାମରେ ଲଗାନ୍ତୁ।

ACରୁ ଵାହାରୁଥିଵା ପାଣି :-
ଖରା ଦିନ ଆରମ୍ଭ  ହୋଇଯାଇଥିଵାରୁ ଅନେକ ଲୋକ ଏସି ଚଲାଇଵା ଆରମ୍ଭ କରିଦେଲେଣି। ଏସି ଥଣ୍ଡା ହେଵା ଦ୍ଵାରା ସେଥିରୁ ପାଣି ଵାହାରିଥାଏ । ଵହୁ ସମୟରେ ଏହି ପାଣି ନଷ୍ଟ ହୋଇଥାଏ । 

ACର ପାଣି କିପରି ଵ୍ୟଵହାର କରିଵେ:-
ଆଜି ଆପଣ କହିଵାକୁ ଯାଉଛୁକି ଏସିରୁ ଵାହାରୁଥିଵା ପାଣିକୁ ଆପଣ କେଉଁଠି କେଉଁଠି ଵ୍ୟଵହାର କରିପାରିଵେ। 

ଗଛିତ କରି ରଖିପାରିଵେ :-
ଏସି ଚାଲିଵା ଫଳରେ ସେଥିରୁ ଵାହାରୁଥିଵା ପାଣିକୁ ଵଟୋଲରୋ ପୁରାଇ ଷ୍ଟୋର କରି ରଖିପାରିଵେ । ଯାହା ଫଳରେ ଆପଣ ଏହାକୁ ପରେ ଘର ସଫା କାମରେ ଲଗାଇ ପାରିଵେ । 

କପଡା ସଫା କରିପାରିଵେ :-
ଏସିରୁ ଵାହାରୁଥିଵା ପାଣିକୁ ଆପଣ କପଡା ସଫାରେ ଵ୍ୟଵହାର କରିପାରିଵେ ଓ ତାସହ  ଵସନ ଧୋଇଵାରେ ମଧ୍ୟ ଲଗାଇପାରିଵେ ।

କୁଲର ପାଇଁ ଉପଯୋଗି :-
ଏସି ଚାଲିଵା ଫଳରେ ସେଥିରୁ ପାଣି ଵାହାରିଥାଏ ।ଏହି ପାଣିକୁ ଆପଣ କୁଲରରେ ଵ୍ୟଵହାର କରିପାରିଵେ। କୁଲରର ପାଣି ଦେଵା ଦ୍ଵାରା ସେଥିରେ କଳଙ୍କି ଲାଗି ନଥାଏ । 


 

ମୋଦିଙ୍କ ସହ ସନ୍ଧ୍ୟା
30m ago
ମୋଦିଙ୍କ ସହ ସନ୍ଧ୍ୟା ୭ଟାରେ ବଡ଼ Exclusive
ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନକୁ ସବୁଠି ହଟଚମଟ ଜାରି ରହିଛି। ଆଉ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ଼ ଇଣ୍ଟରଭ୍ୟୁ ଏକ ନ୍ୟାସନାଲ ଗଣମାଧ୍ୟମ ନେଇଛି। ଏହ
GANJA SMUGGLING
32m ago
୩୦କେଜି ଗଞ୍ଜେଇ ସହ ବାଇକ ଜବତ କଲା ବୌଦ୍ଧ ପୋଲିସ
ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ପକ୍ଷରୁ ୩୦କେଜି ଗଞ୍ଜେଇ ସହ ବାଇକ୍ ଜବତ । ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ପରିମାଣ ୩୦କେଜି ୩ଶ
ଯାଜପୁର
33m ago
ଯାଜପୁର ପେଟ୍ରୋଲ ପମ୍ପ ନିକଟରେ ବସ ଦୁର୍ଘଟଣା: ୧୧ ଆହତ
ଅର୍ଗସ ବ୍ୟୁରୋ: ଯାଜପୁର ମହେଶ୍ୱରପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ବରିରୁ କଟକ ଯିବା ବେଳେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୧ରୁ ଅଧିକ ଯାତ୍ରୀ ଆହତ ହୋଇଥିବ