ଗୋଟିଏ ଫୋନକଲରେ ଆପଣଙ୍କୁ ମିଳିବ ଜୀବନସାଥୀ, ଯୋଗାଯୋଗ କରନ୍ତୁ...
by Argus News
Mon, Apr 01 | 6:14 p.m.

ଅର୍ଗସ ବ୍ୟୁରୋ : ବିବାହ ପାଇଁ ଆଜିକାଲି ଅନେକ ୱେବସାଇଟ ଆସିଲାଣି । ଯେଉଁଥିରେ ଆଶାୟୀ ମାନେ ନିଜ ମନ ପସନ୍ଦର ସାଥୀ ବାଛି ବିବାହ କରୁଛନ୍ତି । ଏବଂ ଏହି ପୁରା ପ୍ରକ୍ରିୟା ପାଇଁ ସମୟ ମଧ୍ୟ ଲାଗିଥାଏ । ହେଲେ ଭୋପାଳରେ "ହମସାଥୀ" ନାମକ ଏକ ସମାଜ କଲ୍ୟାଣ ସମିତି ଦ୍ବାରା ଏକ ନୂଆ ପ୍ରକାର ବିଜ୍ଞାପନ ପ୍ରକାଶ କରାଯାଇଛି । ଯେଉଁଥିରେ ଆପଣ କେବଳ ଏକ ଫୋନ କଲ ମାଧ୍ୟମରେ ହିଁ ନିଜ ଜୀବନସାଥୀ ଖୋଜି ପାରିବେ । 

ଅଧିକ ପଢନ୍ତୁ ଭାରତ ଖବର

ଏହାକୁ ଏକ ଜୟ ମାତା ଦୀ ଡିଜେ ସାଉଣ୍ଡ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ବାରା ଶେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି, "ସାଙ୍ଗ, ଏହା ଆପଣଙ୍କ ପାଇଁ ଅଟେ ।" ଏହି ପୋଷ୍ଟକୁ ଦେଖି ଜଣେ ଲେଖିଛନ୍ତି, ବ୍ୟାଚଲର ମାନେ ଏହି ନମ୍ବରରେ ଫୋନ କରିବେ, ଏବଂ ଖୁଶୀଘ୍ର ବିବାହ କରିବେ । ସେହିପରେ ଆଉ ଜଣେ ଲେଖିଛନ୍ତି, ଏହି ନମ୍ବରରେ ଘୋଟାଲା ଚାଲିଛି । ଏହା ଫେକ ନମ୍ବର ଅଟେ । ଦୟାକରି ଏହି ନମ୍ବରରେ ସମ୍ପର୍କ କରନ୍ତୁ ନାହିଁ । ଆଉ କିଛିଜଣ ଲେଖିଛନ୍ତି , ଏହି ନମ୍ବରରେ କେତେଜଣ ବିବାହ କରିଛନ୍ତି ପ୍ରଥମେ ତାଙ୍କ ଲିଷ୍ଟ ଦିଅନ୍ତୁ, ପରେ ଆମେ ଏହି ନମ୍ବର ଉପରେ ବିଶ୍ବାସ କରିବୁ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ