ପହଣ୍ଡି ବିଜେ ବେଳେ ବଡ ଅଘଟଣ , ୫ ସେବାୟତ ଆହତ
by Argus News
Tue, Jul 09 | 8:59 p.m.

ଅର୍ଗସ ବ୍ୟୁରୋ : ପହଣ୍ଡି ବିଜେ ବେଳେ ବଡ ଅଘଟଣ। ବଳଭଦ୍ର ଙ୍କ ପହଣ୍ଡି ସମୟରେ ବଡ ଅଘଟଣ। ରଥ ଚାରମାଳ ଉପରେ ମୁହଁ ମାଡି ପଡିଗଲେ ପ୍ରଭୁ ବଳଭଦ୍ର। ଡୋର ଖସି ଯିବାରୁ ଘଟିଲା ଏଭଳି ଅଘଟଣ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ।୫ ଜଣ ସେବାୟତ ଆହତ ।

ଅଧିକ ପଢନ୍ତୁ ଓଡିଶା ଖବର

ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ତାଳଧ୍ଵଜ ରଥରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ମହାପ୍ରଭୁ ।୫ ଜଣ ସେବାୟତ ଆହତ ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା